ଭାରତ-ଶ୍ରୀଲଙ୍କା ଗାଲେ ଟେଷ୍ଟ: ଦ୍ୱିତୀୟ ଦିନ ସୁଦ୍ଧା ଭାରତ ସ୍ଥିତି ମଜବୁତ
ଗାଲେ: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ଭାରତୀୟ ଦଳ ନିଜର ସ୍ଥିତି ମଜବୁତ କରିନେଇଛି । ଗାଲେ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଭାରତ ପ୍ରଥମ ଇନିଂସରେ ୯ ୱିକେଟ ହରାଇ ୪୬୦ ରନ୍ ସଂଗ୍ରହ କରିଛି । ବର୍ଷା ଯୋଗୁଁ ଦ୍ୱିତୀୟ ଦିନର ଖେଳ ପ୍ରାୟ ସାଢ଼େ…