Latest Odisha News

BREAKING NEWS

Sunny Deol: ରାଗିଗଲେ ସନି ଦେଓଲ, ଘର ସାମ୍ନାରେ ପାପରାଜିଙ୍କ ଉପରେ ବର୍ଷିଲେ…

ମୁମ୍ବାଇ:  ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ଆଜିକାଲି ଖବରରେ ରହିଛନ୍ତି । ନିକଟରେ ତାଙ୍କର ଦେହାନ୍ତ ହୋଇଯାଇଛି ବୋଲି ଖବର ଭାଇରାଲ ହେବା ପରେ ଗଣମାଧ୍ୟମ ଉପରେ ଏବେ ଖପ୍ପା ରହିଛନ୍ତି ପରିବାର । ଯାହାକୁ ନେଇ ସ୍ତ୍ରୀ ହେମାମାଳିନୀ ଏବଂ ଝିଅ ଉଭୟ…

Shreya Ghoshal: କମ୍ପିବ ଐତିହାସିକ କଟକ ବାଲିଯାତ୍ରା, ଶେଷ ସନ୍ଧ୍ୟାରେ ଶ୍ରେୟା ଘୋଷାଲଙ୍କ ଗୀତରେ ଦର୍ଶକ

କଟକ: କକମ୍ପିବ ଐତିହାସିକ କଟକ ବାଲିଯାତ୍ରା । ସଙ୍ଗୀତ କାର୍ଯ୍ୟକ୍ରମରେ ଯୋଗ ଦେବେ ବଲିଉଡ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ। ଆଜି ସରୁଛି କଟକର ଐତିହାସିକ ବାଲିଯାତ୍ରା। ଶେଷ ସନ୍ଧ୍ୟାରେ ଜମିବ ସାଂସ୍କୃତିକ କାର୍ଯ୍ୟକ୍ରମ। ସାମିଲ ହେବେ ବଲିଉଡ ସିଙ୍ଗର୍ ଶ୍ରେୟା ଘୋଷାଲ। ଏଥିପାଇଁ ଓଡ଼ିଶାରେ ପହଞ୍ଚି…

Al Qaida Gujarat Case Conspiracy:ଅଲକାଏଦା ଗୁଜରାଟ ଆତଙ୍କବାଦୀ ଷଡ଼ଯନ୍ତ୍ର ମାମଲାରେ NIAର ୫ରାଜ୍ୟରେ ଚଢ଼ାଉ

ନୂଆଦିଲ୍ଲୀ:ଅଲକାଏଦା ଗୁଜରାଟ ଆତଙ୍କବାଦୀ ଷଡ଼ଯନ୍ତ୍ର ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ପାଞ୍ଚଟି ରାଜ୍ୟର ଦଶଟି ସ୍ଥାନରେ ଚଢାଉ କରିଛି । ଗୁରୁବାର ଦିନ ଅଧିକାରୀମାନେ କହିଛନ୍ତି ଯେ ଏହି ମାମଲାରେ ଅବୈଧ ବାଂଲାଦେଶୀ ପ୍ରବାସୀ ସାମିଲ ଅଛନ୍ତି। ଏଜେନ୍ସିର ଜଣେ ମୁଖପାତ୍ର ଏକ…

Bihar Assembly Elections: ଫଳାଫଳ ପୂର୍ବରୁ ତୀବ୍ର ହୋଇଛି ବୟାନବାଜି, ଏକଜିଟ୍ ପୋଲରେ NDA ବହୁତ ଆଗରେ, ମହାଗଠବନ୍ଧନ…

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଶୁକ୍ରବାର, ନଭେମ୍ବର ୧୪ ରେ ହେବାକୁ ଯାଉଛି। ପୂର୍ବ ସମସ୍ତ ଏକଜିଟ୍ ପୋଲ NDAକୁ ସ୍ପଷ୍ଟ ଭାବରେ ଆଗୁଆ ଦେଖାଇଛନ୍ତି। ଇଣ୍ଡିଆ ଟିଭି-ମାଟ୍ରିଜ୍ ଏକଜିଟ୍ ପୋଲ ଅନୁଯାୟୀ, ବିହାର ବିଧାନସଭା ନିର୍ବାଚନରେ NDA ୧୪୭-୧୬୭ ଆସନ ଜିତିପାରେ। ଏହି…

କର୍ମଚାରୀଙ୍କୁ ମାଡ଼ମାରି ବନ୍ଧୁକ ମୁନରେ ଟ୍ରାନ୍ସପୋର୍ଟ ଅଫିସ୍‌ରୁ ଲକ୍ଷାଧିକ ଲୁଟ୍

ସୁନ୍ଦରଗଡ:ଲହୁଣୀପଡା ଥାନା ବରସୁଆଁ ଅଞ୍ଚଳର ଏକ ଟ୍ରାନ୍ସପୋର୍ଟ ଅଫିସରୁ ଲୁଟ୍ । କର୍ମଚାରୀଙ୍କୁ ମାଡ଼ମାରି ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ୍ ଅଭିଯୋଗ ହୋଇଛି । ବଣାଇ ଉପଖଣ୍ଡ ଲହୁଣୀପଡା ଥାନାର ଟେନସା ଫାଣ୍ଡି ଅନ୍ତର୍ଗତ ବରସୁଆଁ ରେଳଷ୍ଟେସନ ସାଇଡିଂ ନିକଟ ର ଥିବା ଏକ ଟ୍ରାନ୍ସପୋର୍ଟ…

Delhi Blast: ପ୍ଲାନରେ ନଥିଲା ଲାଲକିଲ୍ଲା, ଆତଙ୍କବାଦୀମାନେ ଦେଶର ଏହିସବୁ ସ୍ଥାନରେ ବିସ୍ଫୋରଣ କରିବାକୁ କରିଥିଲେ…

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ ଏବଂ ହରିୟାଣା ପୋଲିସର ମିଳିତ ତଦନ୍ତରେ ଲାଲକିଲ୍ଲା ବିସ୍ଫୋରଣ ପଛରେ ଏକ ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହୋଇଛି, ଏହା ଡାକ୍ତରଙ୍କ ଛଦ୍ମବେଶରେ ଧଳକୋଟ ପଛରେ ଚାଲିଥିବା ଏକ କଳା ଷଡ଼ଯନ୍ତ୍ର। ମୁଖ୍ୟ ଅଭିଯୁକ୍ତ ଡାକ୍ତର ମୁଜାମ୍ମିଲ, ଡାକ୍ତର ଆଦିଲ, ଉମର ଏବଂ ଶାହିନ…

Delhi Blast: ସୋମବାର ଆତଙ୍କ ଭୟ ଯାଇନି, ପୁଣି ଦିଲ୍ଲୀରେ ଶୁଭିଲା ବିସ୍ଫୋରଣ…

ନୂଆଦିଲ୍ଲୀ: ସୋମବାର ଦିନ ଜାତୀୟ ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ବିସ୍ଫୋରଣର ତଦନ୍ତ ଜାରି ରହିଥିବା ବେଳେ ଏବେବି ଦିଲ୍ଲୀ ବାସୀଙ୍କ ମନରେ ଛନକା। ଏପର୍ଯ୍ୟନ୍ତ ଏହି ଘଟଣାରେ ୧୨ ଜଣଙ୍କ ଜୀବନ ଯାଇଛି। ସରକାର ଏହି ଘଟଣାକୁ ଆତଙ୍କବାଦର କାର୍ଯ୍ୟ ବୋଲି କହିଛନ୍ତି। ଏହାରି ଭିତରେ,…

Delhi Blast: ସାମ୍ନାକୁ ଆସିଲା ଡିଏନଏ ପରୀକ୍ଷା ରିପୋର୍ଟ, ବିସ୍ଫୋରଣରେ କାର ଭିତରେ ଖଣ୍ଡ ବିଖଣ୍ଡିତ ହୋଇଥିବା…

ନୂଆଦିଲ୍ଲୀ: ଡିଏନଏ ପରୀକ୍ଷାରୁ ନିଶ୍ଚିତ ହୋଇଛି ଯେ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଭୟଙ୍କର ବିସ୍ଫୋରଣ ଘଟାଇଥିବା ବ୍ୟକ୍ତି କାଶ୍ମୀରର ଜଣେ ଡାକ୍ତର ଉମର ଉନ ନବି ଥିଲେ। ବିସ୍ଫୋରଣରେ ତାଙ୍କ ଶରୀର ଖଣ୍ଡ ଖଣ୍ଡ ହୋଇଯାଇଥିଲା, ଯାହା ଫଳରେ ତଦନ୍ତକାରୀମାନେ ଏପର୍ଯ୍ୟନ୍ତ ତାଙ୍କ ପରିଚୟ ବିଷୟରେ…

ୟୁନିଟ ୪ ଅଞ୍ଚଳରେ ଅନୈତିକ କାର୍ଯ୍ୟ ପାଇଁ ଚାଲାଣ ବେଳେ ନାବାଳିକା ଉଦ୍ଧାର

ଭୁବନେଶ୍ୱର: ଅନୈତିକ କାର୍ଯ୍ୟ ପାଇଁ ଚାଲାଣ ବେଳେ ନାବାଳିକା ଉଦ୍ଧାର । ରାଜଧାନୀ ଭୁବନେଶ୍ୱରର ୟୁନିଟ୍-୪ ଅଞ୍ଚଳରେ ଦେହ ବ୍ୟବସାୟରେ ଲଗାଇବାକୁ ଯୋଜନା କରାଯାଉଥିବା ଜଣେ ନାବାଳିକାଙ୍କୁ ବୁଧବାର ଖାରବେଳ ନଗର ପୋଲିସ ଏକ ହୋଟେଲରୁ ଉଦ୍ଧାର କରିଛି। ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଅଟକ…

Grenades recovered:ସୁରକ୍ଷାବାହିନୀକୁ ବଡ଼ ସଫଳତା; ଜଙ୍ଗଲର ଏକ ଆଡ୍ଡାରୁ ୬ ଗ୍ରେନେଡ୍ ଉଦ୍ଧାର

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀମାନଙ୍କୁ ନିପାତ କରିବା ପାଇଁ ନିରନ୍ତର ଅଭିଯାନ ଜାରି ରହିଛି ଏବଂ ସୁରକ୍ଷା ବାହିନୀକୁ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛି। କୁପୱାଡା ଜିଲ୍ଲାର ନିୟନ୍ତ୍ରଣ ରେଖା (LoC) ରେ ଏକ ସର୍ଚ୍ଚ ଅପରେସନ୍ ସମୟରେ ଛଅଟି ଗ୍ରେନେଡ୍ ଉଦ୍ଧାର କରାଯାଇଥିଲା। ସେନା…