ଆସୁଛି ଲଘୁଚାପ, ୨୦ ଜିଲ୍ଲାରେ ପ୍ରବଳ ବର୍ଷିିବ
ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ରବିବାର ଦିନ କଟକ ଏବଂ ଭୁବନେଶ୍ୱର ଟ୍ୱିନ ସିଟି ସମେତ ଓଡ଼ିଶାର ୨୦ଟି ଜିଲ୍ଲା ପାଇଁ ବର୍ଷା ନେଇ ସତର୍କତା ଜାରି କରିଛି।
ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଏକ ନୂଆ ଲଘୁଚାପ…