Latest Odisha News

BREAKING NEWS

ନୂଆ ଢାଞ୍ଚାରେ ହେବ ପିଜି ନାମଲେଖା, ହଟିଲା କ୍ୟାରିଅର ମାର୍କ

ଭୁବନେଶ୍ୱର:ନୂଆ ଢାଞ୍ଚାରେ ପିଜି ନାମଲେଖା । କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଢାଞ୍ଚାରେ ହେବ ପିଜି ନାମଲେଖା । ପ୍ରବେଶିକା ପରୀକ୍ଷାର ମାର୍କ ହିଁ ହେବ ଚୟନ ମାନଦଣ୍ଡ। ଆସନ୍ତା ଶିକ୍ଷାବର୍ଷରୁ କେବଳ ପ୍ରବେଶିକା ପରୀକ୍ଷାକୁ ଗୁରୁତ୍ବ। ଏଥର କ୍ୟାରିଅର ମାର୍କକୁ ଆଉ ବିଚାରକୁ ନିଆଯିବ ନାହିଁ।…

ଭୁବନେଶ୍ୱର ନୂଆ ଷ୍ଟେସନରୁ ଯାତ୍ରା ପ୍ରାରମ୍ଭ କରିବ ତିନୋଟି ଗୁରୁତ୍ୱପୂର୍ଣ୍ଣ ଟ୍ରେନ୍

ଭୁବନେଶ୍ୱର: ଭୁବନେଶ୍ୱର ନୂଆ ଷ୍ଟେସନରୁ ତିନୋଟି ଗୁରୁତ୍ୱପୂର୍ଣ୍ଣ ଟ୍ରେନ୍ ସେମାନଙ୍କର ଯାତ୍ରା ପ୍ରାରମ୍ଭ ଏବଂ ଏଠାରେ ଯାତ୍ରା ସମାପ୍ତ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ଯୋଜନା କରାଯାଇଅଛି ଯାହା ଖୁବ୍ ଶୀଘ୍ର କାର୍ଯ୍ୟକାରୀ କରାଯିବ । ଏହି ଟ୍ରେନ୍ ଗୁଡ଼ିକ ମଧ୍ୟରେ ଭୁବନେଶ୍ୱର-ମୁମ୍ବାଇ…

Womens Day 2025: ବିବାହ ପରେ ବି ସୁପରହିଟ୍‌ ହୋଇଛି ଏହି ହସିନାଙ୍କ କ୍ୟାରିଅର, ବଲିଉଡକୁ ଦେଇଛନ୍ତି ବ୍ଲକବଷ୍ଟର…

ଆସନ୍ତାକାଲି ଅର୍ଥାତ ମାର୍ଚ୍ଚ ୮ରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯିବ। ଏପରି ସମୟରେ, ଆମେ ଆପଣଙ୍କ ପାଇଁ ବି-ଟାଉନର ସେହି ଦିଭାମାନଙ୍କ ଏକ ତାଲିକା ଆଣିଛୁ, ଯେଉଁମାନେ ବିବାହ ପରେ ମଧ୍ୟ କ୍ୟାରିଅରରେ ସଫଳତା ପାଇଛନ୍ତି। ବଲିଉଡକୁ ଅନେକ ସୁପରହିଟ ଫିଲ୍ମ ମଧ୍ୟ ଦେଇଛନ୍ତି। ଦୀପିକା…

ଚାମ୍ପିୟନ୍ସ ଟ୍ରଫି କ୍ରିକେଟ :ଏହି ପିଚରେ ଖେଳାଯିବ ଫାଇନାଲ ମ୍ୟାଚ

ଦୁବାଇ: ମାର୍ଚ୍ଚ ୯ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାମ୍ପିୟନ୍ସ ଟ୍ରଫି କ୍ରିକେଟର ଫାଇନାଲ ମ୍ୟାଚ ଦୁବାଇରେ ଖେଳାଯିବ । ଗ୍ରୁପ ପର୍ଯ୍ୟାୟରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳା ଯାଇଥିବା ମ୍ୟାଚରେ ଯେଉଁ ପିଚର ବ୍ୟବହାର କରାଯାଇଥିଲା ତାର ପୂନରାବୃତି ହେବନି । ଏହି ପିଚ ସମ୍ପୂର୍ଣ୍ଣ ନୂଆ…

ପୁଣି ଓଡ଼ିଆଙ୍କୁ ଗୁରୁଦାୟିତ୍ବ, ରାଷ୍ଟ୍ରପତିଙ୍କ ପରାମର୍ଶଦାତା ହେଲେ ଓଡ଼ିଆ ଝିଅ

ଭୁବନେଶ୍ୱର :ପୁଣି ଓଡ଼ିଆଙ୍କୁ ଗୁରୁଦାୟିତ୍ବ । ରାଷ୍ଟ୍ରପତିଙ୍କ ପରାମର୍ଶଦାତା ହେଲେ ବିଜୟଲକ୍ଷ୍ମୀ ମହାନ୍ତି । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରର ଝିଅ ତଥା କଟକସ୍ଥିତ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟର ମାନବ ସମ୍ବଳ ବିକାଶ କେନ୍ଦ୍ର ନିର୍ଦ୍ଦେଶିକା ପ୍ରାଧ୍ୟାପିକା ଡକ୍ଟର ବିଜୟଲକ୍ଷ୍ମୀ…

ଆଇସିସି ଫାଇନାଲ: କୋହଲି, ରୋହିତଙ୍କ ମଧ୍ୟରେ ଶ୍ରେଷ୍ଠ କିଏ

ଦୁବାଇ: ମାର୍ଚ୍ଚ ୯ରେ ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ୨୦୨୫ର ଫାଇନାଲ ମ୍ୟାଚ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପ୍ରଦର୍ଶନ ଉପରେ ଭାରତର ଭାଗ୍ୟ ସମ୍ପୂର୍ଣ୍ଣ ଭାବେ ନିର୍ଭର କରୁଛି କହିଲେ ଭୁଲ ହେବନି । ତେବେ ଆଇସିସିର ଫାଇନାଲରେ ଭାରତର ଏହି ଦୁଇ…

ସତରେ କ’ଣ ସୁନାର ରକ୍ଷକ ସାପ ? କ’ଣ କହୁଛି ଧର୍ମ

ସାପ ମାରାତ୍ମକ ବୋଲି ତା’ଠାରୁ ଦୂରେଇ ରହିବାକୁ କୁହାଯାଏ। ଯଦି ଆପଣ କେବେ କୌଣସି ସ୍ଥାନରେ ସାପ ଦେଖନ୍ତି, ସାଙ୍ଗେସାଙ୍ଗେ ଭୟଭୀତ ହୋଇ ଯେକୌଣସି ପ୍ରକାରେ ତାକୁ ଘଉଡ଼ାଇବାକୁ ଚେଷ୍ଟା କରନ୍ତି। କିମ୍ବା ସାପ ଧରାଳିଙ୍କୁ ଡାକି ତାକୁ ଉଦ୍ଧାର କରନ୍ତି। ସାପ ବିଶ୍ୱର ବିଷାକ୍ତ ପ୍ରାଣୀମାନଙ୍କ…

ବଦଳିଲା ଠିକଣା, ଉଦଘାଟନ ହେଲା ନୟାପଲ୍ଲୀ ଥାନାର ନୂଆ ବିଲ୍ଡିଂ

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ୱରର ନୟାପଲ୍ଲୀ ଥାନାର ନୂଆ ବିଲ୍ଡିଂକୁ ଆଜି ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖୂ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ଥାନା ଗୃହର ଉଦ୍ଘାଟନ କରିଥିଲେ । ଏହି ଉଦ୍ଘାଟନ ଅବସରରେ ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର…

ଛୁଟି ଦେଲେନି ପ୍ରଧାନ ଶିକ୍ଷୟତ୍ରୀ, ହାତରେ ସାଲାଇନ ଲଗାଇ ସ୍କୁଲ ଆସିଲେ ଶିକ୍ଷକ

ବଲାଙ୍ଗିର: ଅସୁସ୍ଥତା ହେତୁ ମାଗିଲେ ଛୁଟି । ହେଲେ ଛୁଟି ମଞ୍ଜୁର କଲେନି ପ୍ରଧାନ ଶିକ୍ଷକ । ସେଥିପାଇଁ ହାତରେ ସାଲାଇନ ଲଗାଇ ସ୍କୁଲକୁ ଆସିଲେ ଶିକ୍ଷକ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଭଇଁଷା ଆଦର୍ଶ ବିଦ୍ୟାଳୟରୁ ସାମ୍ନକୁ ଆସିଛି ଏଭଳି ଅଭାବନୀୟ ଖବର । ଶିକ୍ଷକ ଜଣଙ୍କ ସ୍କୁଲକୁ ସାଲାଇନ…

ଟ୍ରାଫିକ ଚାଲାଣରୁ କେମିତି ବର୍ତ୍ତିବେ, ଜାଣନ୍ତୁ ସିକ୍ରିଟ ଉପାୟ

ନୂଆଦିଲ୍ଲୀ: ଯଦି ଟ୍ରାଫିକ ନିୟମ ନମାନନ୍ତି ତେବେ ଆପଣଙ୍କ ଚାଲାଣ କଟିବ। ହେଲମେଟ ପିନ୍ଧିବା ଠାରୁ ଆରମ୍ଭ କରି ଜୋରେ ଡ୍ରାଇଭିଂ କଲେ ବି ଆପଣଙ୍କର ମୋଟା ଅଙ୍କର ଚାଲାଣ କଟିବ। ଏଥିପାଇଁ ଆପଣ ବହୁତ ଟେନସରେ ମଧ୍ୟ ରହୁଥିବେ। କିନ୍ତୁ ଆମେ ଆପଣଙ୍କୁ ଖୁସି ଖବର ଦେବାକୁ ଚାହୁଁଛୁ। ଯଦି ଆପଣଙ୍କ…