ପୂନର୍ବାର ଲାଗୁ ହେବ ଆଇସିସିର କେତେକ ନିୟମ
ନୂଆଦିଲ୍ଲୀ:ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ ଆସନ୍ତା ମାସରୁ କେତେକ ନିମୟରେ ପରିବର୍ତନ କରିବାକୁ ଯାଉଛି । ଦିନିକିଆରେ ଗୋଟିଏ ବଲ ବ୍ୟବହାର ପୂନର୍ବାର ଲାଗୁ ହେବ । ଟେଷ୍ଟ କ୍ରିକେଟରେ ଜୁନରୁ ଏବଂ ଧଳା ବଲ କ୍ରିକେଟ (ଟି୨୦ ଓ ଦିନିକିଆ)ରେ ଏହି ନିୟମ ଜୁଲାଇରେ ଲାଗୁ ହେବ । ୱାର୍ଲ୍ଡ ଟେଷ୍ଟ…