ଷଷ୍ଠ ଶ୍ରେଣୀ ଛାତ୍ରର ହାତ କାଟିଦେଲେ ସିନିୟର..
ବାରିପଦା: ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଅଞ୍ଚଳ ଅନ୍ତର୍ଗତ ବାସିପିଠାର ଏସଏସଡି ହାଇସ୍କୁଲରେ ଏକ ରାଗିଂ ଘଟଣା ସାମ୍ନାକୁ ଆସିଛି। ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ସେହି ବିଦ୍ୟାଳୟରେ ସିନିୟର ମାନଙ୍କ ନିର୍ଯାତନାରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ର ଗୁରୁତର ଆହତ ହୋଇଥିବା…