ପୁଣି ଡରାଇଲା ଝାଡ଼ାବାନ୍ତି ଆତଙ୍କ, ପୋଡାଗଡରେ ୪୦ରୁ ଅଧିକ ଆକ୍ରାନ୍ତ
ଅନୁଗୁଳ: ପୁଣି ଝାଡ଼ାବାନ୍ତି ଆତଙ୍କ। ୪୦ରୁ ଅଧିକ ଆକ୍ରାନ୍ତ। ଅନୁଗୁଳ ଜିଲ୍ଲା କଣିଁହା ବ୍ଲକ ପୋଡାଗଡ ଗାଁ ନୂଆଁସାହିରେ ଝାଡ଼ାବାନ୍ତି ଆତଙ୍କ ଦେଖାଦେଇଛି। ଦୂଷିତ ପାଣି ପିଇ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।
ଗାଁରେ ଆଶାକର୍ମୀ, ଅଙ୍ଗନବାଡି କର୍ମୀ,…