ହ୍ୱାଟସଆପ୍ ଆଣ୍ଡ୍ରଏଡ୍ ୟୁଜରଙ୍କ ପାଇଁ ଆଣିଲା ଏହି ନୂଆ ଫିଚର..
ନୂଆଦିଲ୍ଲୀ: କୌଣସି ଡକ୍ୟୁମେଣ୍ଟକୁ ସ୍କାନ୍ କରି ହ୍ୱାଟସଆପରେ ପଠାଇବାକୁ ହେଲେ କ୍ୟାମ ସ୍କାନର, ଆଡୋବ ସ୍କାନ ଭଳି ଏକ ପୃଥକ ଥାର୍ଡପାର୍ଟି ଆପ୍ ବ୍ୟବହାର କରିବାକୁ ପଡୁଥିଲା। କିନ୍ତୁ ଏବେ WhatsApp ଆପ୍ ଭିତରେ ଏହି ସ୍କାନିଂ ଫିଚର ଯୋଡ଼ି ହେଇଛି। ଫଳରେ ଅନ୍ୟ କୌଣସି ଆପ୍ ନ ଖୋଲି ଆପଣ…