Latest Odisha News

BREAKING NEWS

ଗବେଷକଙ୍କ ଐତିହାସିକ ସଫଳତା; ଦେଶର ପ୍ରଥମ ଜିନ୍-ଏଡିଟେଡ୍ ମେଣ୍ଢାର ସୃଷ୍ଟି

ନୂଆଦିଲ୍ଲୀ: ଶେର-ଏ-କାଶ୍ମୀର କୃଷି ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ (ଏସକେୟୁଏଏସଟି)ର ଗବେଷକମାନେ ଦେଶର ପ୍ରଥମ ଜିନ୍-ଏଡିଟେଡ୍ ମେଣ୍ଢା ସୃଷ୍ଟି କରିଛନ୍ତି। ଏହାକୁ ପଶୁ ଜୈବ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏକ ଐତିହାସିକ ସଫଳତା ବୋଲି ବିବେଚନା କରାଯାଉଛି। ଗବେଷକମାନେ…

ଦିଲୀପଙ୍କୁ ନେଇ ରୋହିତଙ୍କ କଥା ମାନିଲା ବିସିସିଆଇ

ନୂଆଦିଲ୍ଲୀ: ଟି ଦିଲୀପଙ୍କୁ ପୂନର୍ବାର ଭାରତୀୟ କ୍ରିକେଟ ଟିମର ଫିଲ୍ଡିଂ କୋଚ ଭାବେ ନିଯୁକ୍ତ କରାଯାଇଛି । କ୍ରିକବିଜ ରିପୋର୍ଟ ଅନୁସାରେ ତାଙ୍କୁ ପୂନର୍ବାରେ ୧ ବର୍ଷର ଚୁକ୍ତି ପ୍ରଦାନ କରାଯାଇଛି । ଅବଶ୍ୟ ବିସିସିଆଇ ପକ୍ଷରୁ ଏ ନେଇ ବିଧିବଦ୍ଧ ଭାବେ କୌଣସି ବୟାନ ଜାରୀ କରାଯାଇ ନାହିଁ ।…

ସୁନ୍ଦରଗଡ଼ ଖଣି ଲୁଟ୍ ମାମଲା: ତଦନ୍ତ ପାଇଁ ପହଞ୍ଚିଲା ଭିଜିଲାନ୍ସ ଏସ୍ଆଇଟି

ସୁନ୍ଦରଗଡ:ସୁନ୍ଦରଗଡ଼ ଖଣି ଚୋରି ମାମଲାର ଭିଜିଲାନ୍ସ ଏସ୍‌ଆଇଟି କରୁଛି ଖୋଳତାଡ। ଏଥିପାଇଁ ସୁନ୍ଦରଗଡ଼ରେ ପହଞ୍ଚିଛି ଭିଜିଲାନ୍ସ ଏସ୍‌ଆଇଟି ଟିମ୍। ଗୋପାଳପୁର ଫରେଷ୍ଟ ରେଞ୍ଜର ତେଲନଡିହି, ରତନସରା, ଭୋଗ୍ରାକଛାର, ଜାମକାନି ଜଙ୍ଗଲରେ ଥିବା ଚୋରା କୋଇଲା ଖଣି ଗ୍ରାଉଣ୍ଡରେ ପହଞ୍ଚି ଏସ୍‌ଆଇଟି…

ଚୀନର ଅର୍ଥନୀତିକୁ ଚକମା ଦବ ଭାରତ: ନୀତି ଆୟୋଗ ସଦସ୍ୟ କହିଲେ ଷ୍ଟ୍ରାଟେଜୀ 

ନୂଆଦିଲ୍ଲୀ: ଖୁବଶୀଘ୍ର ଚୀନ ଅର୍ଥନୀତିକୁ ଚକମା ଦେବାକୁ ଯାଉଛି ଭାରତ। ସିଧା ଚୀନର ସମକ୍ଷକରେ ପହଞ୍ଚିବ ଭାରତର ଅର୍ଥନୀତି। ଭାରତର ଅର୍ଥନୀତି କେତେ ଗତିରେ ବୃଦ୍ଧି ପାଉଛି, ଦେଶର ଅର୍ଥନୀତି ଆଗାମୀ ବର୍ଷମାନଙ୍କରେ କେଉଁଠାରେ ପହଞ୍ଚିବ ସେନେଇ ଏବେ ବଡ଼ ସୂଚନା ଦେଇଛନ୍ତି ନୀତି ଆୟୋଗର ସଦସ୍ୟ…

ମନ୍ତ୍ରୀ ଓ ଅଧିକାରୀଙ୍କ ମାସିକ ଗାଡ଼ିଭଡ଼ା ଖର୍ଚ୍ଚ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ଓଡ଼ିଶା ସରକାର ବୁଧବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ମନ୍ତ୍ରୀ ଓ ଅଧିକାରୀଙ୍କ ମାସିକ ଗାଡ଼ିଭଡ଼ା ଖର୍ଚ୍ଚ ବୃଦ୍ଧି କଲେ ରାଜ୍ୟ ସରକାର। ପୂର୍ବ ନିର୍ଦ୍ଧାରିତ ଘରୋଇ ଗାଡ଼ିଭଡ଼ା ଖର୍ଚ୍ଚରେ କଲେ ସଂଶୋଧନ। ଏନେଇ ଏକ ନୋଟିସ୍‌ ପ୍ରକାଶ ପାଇଛି। ପୂର୍ବ ନିର୍ଦ୍ଧାରିତ ଖର୍ଚ୍ଚ…

ବହୁ ଚର୍ଚ୍ଚିତ ପାଟଣାଗଡ଼ ‘ପାର୍ସଲ୍ ବୋମା’ ରାୟ ଶୁଣାଣି, ପୁଞ୍ଜିଲାଲ ମେହେରକୁ ଆଜୀବନ କାରାଦଣ୍ଡାଦେଶ

ପାଟଣାଗଡ଼: ବହୁ ଚର୍ଚ୍ଚିତ ବଲାଙ୍ଗୀର ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଆସିଛି ରାୟ। ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ପାଟଣାଗଡ ଏଡିଜେ କୋର୍ଟ। ପୁଞ୍ଜିଲାଲଙ୍କୁ ଆଜୀବନ କାରାଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜୋରିମାନା ସଜା ଶୁଣାଇଲେ ପାଟଣାଗଡ଼ ଏଡିଜେ…

ଭାଷା ବିବାଦରେ ଫସିଗଲେ ଅଭିନେତା କମଲ ହାସନ, କନ୍ନଡ଼କୁ ନେଇ କହିଦେଲେ ବଡ଼ କଥା

ହାଇଦ୍ରାବାଦ: ଫିଲ୍ମ ରିଲିଜ ହେବା ପୂର୍ବରୁ ଭାଷା ବିବାଦରେ ଫସିଗଲେ ଅଭିନେତା କମଲ ହାସନ। ତାମିଲ ମେଗାଷ୍ଟାର କମଲ ହାସନ ତାଙ୍କର ନୂତନ ଫିଲ୍ମ 'ଥଗ୍ ଲାଇଫ୍' ରିଲିଜ୍ ହେବାର କିଛି ସପ୍ତାହ ପୂର୍ବରୁ ଚେନ୍ନାଇରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତାଙ୍କ ବୟାନ ଏବେ ନୂତନ ବିବାଦ ସୃଷ୍ଟି କରିଛି।…

ଏଣିକି ମନଇଚ୍ଛା ଖବର ପ୍ରକାଶନ ଓ ବିଦେଶୀ ପାଣ୍ଠି ହାସଲ କରିପାରିବନି ଏନଜିଓ, ଏଫ୍‌ସିଆର୍‌ଏକୁ କଡ଼ାକଡ଼ି କଲା କେନ୍ଦ୍ର

ନୂଆଦିଲ୍ଲୀ: ଏଣିକି ମନ ଇଚ୍ଛା ବିଦେଶୀ ପାଣ୍ଠି ହାସଲ କରିପାରିବେ ନାହିଁ ଭାରତୀୟ ଏନଜିଓ। ଏହାସହ କୌଣସି ଏନଜିଓ ଖବର ପ୍ରକାଶନ ମଧ୍ୟ କରିପାରିବେ ନାହିଁ। ଏନେଇ ଏଫ୍‌ସିଆର୍‌ଏକୁ କଡ଼ାକଡ଼ି କଲା କେନ୍ଦ୍ର। କେନ୍ଦ୍ର ସରକାର କହିଛନ୍ତି ଯେ ପ୍ରକାଶନ କାର୍ଯ୍ୟକଳାପରେ ନିୟୋଜିତ ଏବଂ ବିଦେଶୀ…

ଦୀପିକାଙ୍କୁ ଷ୍ଟେଜ-୨ ଲିଭର କ୍ୟାନସର୍‌: ପୋଷ୍ଟ ସେୟାର କରି ବଖାଣିଲେ ଦୁଃଖ

ମୁମ୍ବାଇ: ପ୍ରସିଦ୍ଧ ଟିଭି ଅଭିନେତ୍ରୀ ଦୀପିକା କକ୍କର ଆଜିକାଲି ତାଙ୍କ ଜୀବନର ଏକ କଷ୍ଟକର ପର୍ଯ୍ୟାୟ ଦେଇ ଗତି କରୁଛନ୍ତି। ସେ ତାଙ୍କ ପ୍ରଶଂସକଙ୍କ ସହ ଦୁଃଖଦ ଖବର ସେୟାର କରିଛନ୍ତି। ଦୀପିକାଙ୍କୁ ଷ୍ଟେଜ-୨ ଲିଭର କ୍ୟାନସର୍‌ ହୋଇଛି। ଏନେଇ ଦୀପିକା ନିଜେ ସୋସିଆଲ ମିଡିଆରେ କହିଛନ୍ତି ଯେ…

‘ଭାରତ ଯୁଦ୍ଧରେ ଆଗ୍ରହୀ ନୁହେଁ, କିନ୍ତୁ ଆତଙ୍କବାଦୀଙ୍କୁ ଦଣ୍ଡ ଦେବା ଜରୁରୀ’: ଥରୁର

ନୂଆଦିଲ୍ଲୀ: ଅପରେସନ ସିନ୍ଦୂର ପରେ ପାକିସ୍ତାନକୁ ବିଶ୍ୱ ସମ୍ମୁଖରେ ପର୍ଦାଫାସ କରିବା ଏବଂ ଆତଙ୍କବାଦ ବିରୋଧରେ ତାର ଆଭିମୁଖ୍ୟ ସ୍ପଷ୍ଟ କରିବା ପାଇଁ, କଂଗ୍ରେସ ସାଂସଦ ଶଶି ଥରୁରଙ୍କ ନେତୃତ୍ୱରେ ଏକ ସର୍ବଦଳୀୟ ପ୍ରତିନିଧି ଦଳ ପନାମା ସିଟିରେ ପହଞ୍ଚିଥିଲେ। ଯେଉଁଠାରେ ଭାରତୀୟ ରାଷ୍ଟ୍ରଦୂତ…