ସୀମାନ୍ତରେ ହାଇଆଲର୍ଟ: ବିସ୍ଫୋରକ ସାମଗ୍ରୀ ଲୁଟି ନେଲେ ମାଓବାଦୀ, ଖାଲି ଗାଡ଼ି ଉଦ୍ଧାର
ସୁନ୍ଦରଗଡ: କେ.ବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋ ପଥର ଖଣିକୁ ସୁନ୍ଦରଗଡ଼ ବଡ଼ଗାଁରୁ ଆସୁଥିବା ବିସ୍ଫୋରକ ବୋଝେଇ ଗାଡ଼ି ଲୁଟ୍ ହୋଇଛି। ସୁନ୍ଦରଗଡରୁ ବାଙ୍କୋ ପଥର ଖଣିକୁ ଆସିବାବେଳେ ପ୍ରାୟ ୩୦ରୁ ୪୦ ମାଓବାଦୀ ଟ୍ରକରେ ଆସୁଥିବା ୪ଟନ୍ ବିସ୍ଫୋରକ ଲୁଟି ନେଇଛନ୍ତି ।
ଏହାପରେ ପୁଲିସ ଓ…