୭ ବର୍ଷ ପରେ ଶତକ ମାରିଲେ ପନ୍ତ
ଲକ୍ଷ୍ନୌ: ମେଗା ନିଲାମରେ ଆଇପିଏଲର ଦାମୀ ଖେଳାଳି ସାଜିଥିବା ରିଷଭ ପନ୍ତ ୭ ବର୍ଷ ପରେ ଶତକ ମାରିଛନ୍ତି । ଲକ୍ଷ୍ନୌ ସୁପର ଜ୍ୟାଂଟସ ପକ୍ଷରୁ ଖେଳୁଥିବା ପନ୍ତ ୨୦୨୫ ସଂସ୍କରଣର ଶେଷ ଲିଗ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ବିପକ୍ଷରେ ଏହି ଶତକ ମାରିଥିଲେ । ପନ୍ତ ୬୧ ବଲରେ ୧୧୮ ରନ କରି…