ପୁଣି ଆକ୍ସନ ସିନରେ ନଜର ଆସିବେ ସନ୍ନି ଦେଓଲ, ଏହି ନିର୍ଦ୍ଦେଶକଙ୍କ ସହ କରିବେ…
ମୁମ୍ବାଇ: ସନ୍ନି ଦେଓଲଙ୍କ ଫିଲ୍ମ "ବର୍ଡର ୨" ରିଲିଜ୍ ହେବା ପରଠାରୁ ବକ୍ସ ଅଫିସ୍ ରେ ଭଲ କଲେକ୍ସନ କରିଚାଲିଛି। ଏହା ମଧ୍ୟରେ ସନ୍ନି ଦେଓଲ ଆଉ ଏକ ଆକ୍ସନ ଥ୍ରୀଲର ଫିଲ୍ମ ପାଇଁ ପ୍ରସ୍ତୁତ ହେବାରେ ଲାଗିଛନ୍ତି।
"କିଲ୍" ନିର୍ଦ୍ଦେଶକ ନିଖିଲ ନାଗେଶ ଭଟ୍ଟଙ୍କ ସହ ମିଶି ସନ୍ନି ଦେଓଲ କାମ…