ତେଲେଙ୍ଗାନାରୁ ଉଦ୍ଧାର ହେଲେ ଓଡ଼ିଆ ଦାଦନ ଶ୍ରମିକ
ରାୟଗଡା : ଇଣ୍ଟରନେସନାଲ୍ ହ୍ୟୁମାନ୍ ରାଇଟ୍ କମିଶନ ଓ କିଛି ସ୍ୱେଚ୍ଛାସେବୀ ସଙ୍ଗଠନର ମିଳିତ ଉଦ୍ୟମରେ ତେଲେଙ୍ଗାନାରେ ଫସିଥିବା ୧୫ ଜଣ ଓଡ଼ିଆ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି।
ସମସ୍ତ ୧୫ ଜଣ ଓଡ଼ିଆ ଦାଦନ ଶ୍ରମିକଙ୍କ ଘର ବଲାଙ୍ଗିର ଜିଲ୍ଲାରେ ବୋଲି ଜଣାପଡ଼ିଛି । ଏଥିସହିତ ସେମାନଙ୍କ…