Congress apology: ‘ବନ୍ଦେ ମାତରମ୍’କୁ ଅସମ୍ମାନ ଅଭିଯୋଗ, କଂଗ୍ରେସକୁ କ୍ଷମା ମାଗିବାକୁ କହିଲା ବିଜେପି
ନୂଆଦିଲ୍ଲୀ: ଦେଶର ୮୦ତମ ସ୍ୱାଧୀନତା ଦିବସ ପାଳନ ମଧ୍ୟରେ ‘ବନ୍ଦେ ମାତରମ୍’କୁ ନେଇ କଂଗ୍ରେସ ଓ ବିଜେପି ମଧ୍ୟରେ ବିବାଦ ତେଜ ହୋଇଛି। ଦିଲ୍ଲୀସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ସମୟରେ ସମ୍ପୂର୍ଣ୍ଣ ‘ବନ୍ଦେ ମାତରମ୍’ ଗାନ କରାଯାଇଥିଲା। ଏହି ସମୟର ଏକ ଭିଡିଓ…