କଟକରେ ଝାଡ଼ାବାନ୍ତି ଆତଙ୍କ: ୬୪ ଆକ୍ରାନ୍ତ
କଟକ: ଜିଲ୍ଲାରୁ ଜିଲ୍ଲାକୁ ବ୍ୟାପୁଛି ଝାଡାବାନ୍ତି। କଟକରେ ମଧ୍ୟ ଚିନ୍ତା ବଢାଇଛି ଝାଡାବାନ୍ତି। ପ୍ରାୟ ୬୪ ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ସିଟି ହସ୍ପିଟାଲରେ ସ୍ୱାସ୍ଥ୍ୟ ବିଭାଗ ଟିମ୍ ସମୀକ୍ଷା କରିଛି। ସିଡିଏମଓଙ୍କ ସହ ବରିଷ୍ଠ ଅଧିକାରୀ ଅନୁଧ୍ୟାନ କରିଛନ୍ତି। ବାଙ୍କୀ…