ସଡକ ସୁରକ୍ଷା ମାସରେ ହିଁ, ଦୁର୍ଘଟଣାରେ ଗଡିଛି ୫୦୫ ମୁଣ୍ଡ
ଭୁବନେଶ୍ବର: ସଡକ ସୁରକ୍ଷା ମାସରେ ହିଁ, ଦୁର୍ଘଟଣାରେ ଯାଇଛି ୫୦୫ ଜଣଙ୍କ ଜୀବନ । ଗୋଟିଏ ମାସରେ ମୋଟ ୮୪୮ଟି ଦୁର୍ଘଟଣା ଘଟିଛି । ଏନେଇ ଆଜି ଗୃହରେ ଉତ୍ତର ରଖିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ।
ତେବେ ଆଜି ଗୃହରେ ବିଧାୟକ ଅରୁଣ ସାହୁ ରାଜ୍ୟରେ ଦୁର୍ଘଟଣା ଜନିତ…