Latest Odisha News

BREAKING NEWS

୧୦୦୦ ଡିଗ୍ରୀ ତାପମାତ୍ରାରେ ଜଳିଗଲା ସବୁ କିଛି, କିନ୍ତୁ ଗୀତାକୁ ଛୁଇଁ ପାରିଲାନି…

ଅହମ୍ମଦାବାଦ: ଅହମ୍ମଦାବାଦରେ ଗୁରୁବାର ଅପରାହ୍ନରେ ଯେଉଁ ବିମାନ ଦୁର୍ଘଟଣା ଘଟିଥିଲା ତାହା ସାରା ବିଶ୍ୱକୁ ଦୋହଲାଇ ଦେଇଛି। ବର୍ତ୍ତମାନ୍ ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ ସେହି ବିମାନ ଦୁର୍ଘଟଣାରେ ମୋଟ ୨୬୫ ଜଣ ପ୍ରାଣ ହରାଇଥିବା ଜଣାପଡିଛି। ତେବେ ପ୍ରାଣ ହରାଇଥିବା ଲୋକମାନଙ୍କ ମଧ୍ୟରେ…

ପାରାଦୀପରେ ମାଲବାହୀ ଟ୍ରେନ ବଗି ଲାଇନଚ୍ୟୁତ 

ପାରାଦୀପ: ପାରାଦୀପ ପୁରୁଣା ରେଲୱେ ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନର ୪ଟି ଖାଲି ବଗି ଲାଇନଚ୍ୟୁତ ହୋଇଛି। ପାରାଦୀପ ବନ୍ଦରରୁ ଆସି ପୁରୁଣା ଷ୍ଟେସନରେ ରଖାଯାଉଥିବା ବେଳେ ଏହି ଟ୍ରେନର ବଗି ଲାଇନଚ୍ୟୁତ ହୋଇଥିଲା। ସୌଭାଗ୍ୟ ବଶତଃ ବିଦ୍ୟୁତ୍ ଖୁଣ୍ଟରେ ମାଡ଼ ହେବା ପୂର୍ବରୁ ଏହା ଅଟକି…

ସର୍ଚ୍ଚ ଅପରେସନ୍‌ ବେଳେ ଆଇଡି ବିସ୍ଫୋରଣ, ଜଣେ ଯବାନ ସହିଦ

ରୀଉରକେଲା: ସୁନ୍ଦରଗଡ଼ ଜିଲ୍ଲା କୋଇଡା ସୀମାନ୍ତ ବାଙ୍କୋ ପଥର ଖଣି ପାଖ ସରଣ୍ଡା ଜଙ୍ଗଲରେ ଆଇଡି ବିସ୍ପୋରଣ ହୋଇଛି । ବିସ୍ପୋରଣରେ ଜଣେ ଯବାନ ଗୁରୁତର ହୋଇଥିଲେ l ତାଙ୍କୁ ରାଉରକେଲା ସେକ୍ଟର ୧୯ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ସେଠାରେ ତାଙ୍କର ମୃତ୍ୟୁ ହୋଇଛି l ସିହଦ…

ଟ୍ରକ୍-ବାଇକ ଧକ୍କା; ଗୋଟିଏ ପରିବାରର ୨ ମୃତ

ନୂଆପଡା: ନୂଆପଡା ଜିଲ୍ଲାର ଲଖାନାରେ ଏକ ଦ୍ରୁତଗାମୀ ଟ୍ରକ୍ ବାଇକକୁ ଧକ୍କା ଦେବାରୁ ଗୋଟିଏ ପରିବାରର ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଜିଲ୍ଲାର ଲଖାନା ଥାନା ଅଧୀନସ୍ଥ ଦଲଡାଲି ଗ୍ରାମରେ ଏହି ଦୁର୍ଘଟଣା ଘଟିଛି। ମୃତକ ମାନେ ଦିଆନମୁଣ୍ଡା ଗ୍ରାମର ପୁରନ୍ଦର ଧାରୁଆ…

ଆସାମ-ବାଂଲାଦେଶ ସୀମାରେ ସାମ୍ପ୍ରଦାୟିକ ଉତ୍ତେଜନା, ଦୁର୍ବୃତ୍ତମାନଙ୍କୁ ଦେଖିବାମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ

ଗ୍ବାହାଟୀ: ବାଂଲାଦେଶ ସୀମାବର୍ତ୍ତୀ ଧୁବ୍ରି ଜିଲ୍ଲାରେ ସାମ୍ପ୍ରଦାୟିକ ଉତ୍ତେଜନାକୁ ରୋକିବା ପାଇଁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଉପଦ୍ରବକାରୀଙ୍କ ଉପରକୁ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ହିଂସା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,…

ଋଷରେ ଭୂକମ୍ପ ଝଟକା; ତୀବ୍ରତା ୬.୫

ମସ୍କୋ: ଋଷିଆର କୁରିଲ ଦ୍ୱୀପପୁଞ୍ଜରେ ୬.୫ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ୟୁରୋପୀୟ ଭୂମଧ୍ୟସାଗରୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (ଇଏମଏସସି) ଅନୁଯାୟୀ ଜୁନ୍ ୧୩ରେ ଭୂକମ୍ପ ହୋଇଛି। ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂମିଠାରୁ ୧୩ କିଲୋମିଟର ତଳେ ଥିଲା। କୁରିଲ ଦ୍ୱୀପପୁଞ୍ଜ ହେଉଛି ଋଷିଆର…

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଯାଞ୍ଚ ପାଇଁ କମିଟି ଗଠନ; ୩ ମାସରେ ରିପୋର୍ଟ ଦେବେ…

ନୂଆଦିଲ୍ଲୀ: ଅହମ୍ମଦାବାଦରେ ଗୁରୁବାର ଦିନ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସାରା ଦେଶ ସ୍ତବ୍ଧ ହୋଇଯାଇଥିଲା। ଏହାର କାରଣ ଜାଣିବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛି। ଏହି ଉଚ୍ଚସ୍ତରୀୟ…

ଇସ୍ରାଏଲ ଉପରେ ୧୦୦ ମିଶାଇଲ ଆଟାକ କଲା ଇରାନ

ତେଲ ଅଭିଭ: ଇସ୍ରାଏଲ ଏବଂ ଇରାନ ଏବେ ମୁହାଁମୁହିଁ ସ୍ଥିତି। ମଧ୍ୟପ୍ରାଚ୍ୟରେ ପୁଣି ଥରେ ଆକାଶରୁ କ୍ଷେପଣାସ୍ତ୍ର ବର୍ଷା ହେଉଥିବା ଦେଖିବାକୁ ମିଳୁଛି। ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଉତ୍ତେଜନା ଏବେ ଯୁଦ୍ଧରେ ପରିଣତ ହୋଇଛି। ଇସ୍ରାଏଲ-ଇରାନ ଯୁଦ୍ଧ ଏବେ ଇରାନ ଏବଂ ଆମେରିକା ମଧ୍ୟରେ…

ଆଜି ପହିଲି ରଜ; ଉତ୍ସବମୁଖର ଗାଁରୁ ସହର

ଭୁବନେଶ୍ୱର: ବନସ୍ତେ ଡାକିଲା ଗଜ.. ବରଷକେ ଥରେ ଆସିଛି ରଜ.. ଆସିଛି ରଜଲୋ, ଘେନି ନୂଆ ସଜବାଜ..। ଆଜି ପହିଲି ରଜ । ଆମ ମାଟିର ପର୍ବ ରଜକୁ ନେଇ ଗାଁରୁ ସହର ସବୁଠିି ଉତ୍ସବମୁଖର ପରିବେଶ। ରଜ ପର୍ବ ଓଡ଼ିଶାର ଏକ ଗଣପର୍ବ । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ପର୍ବକୁ…

ଏବେ ଆଉ ଆସିବନି ଫ୍ରଡ୍ କଲ୍, Truecaller ଲଞ୍ଚ କଲା Secure Calls ଫିଚର୍

ନୂଆଦିଲ୍ଲୀ: ସ୍ୱିଡିଶ୍‌ କଲର ଆଇଡି ଆପ୍‌ ନିର୍ମାତା ଟ୍ରୁକଲର ଫ୍ରଡ୍‌ କଲ୍‌କୁ ରୋକିବା ପାଇଁ ଏକ ନୂଆ ଫିଚର ‘ସିକ୍ୟୁର କଲ୍‌’ ରୋଲଆଉଟ କରିଛି। ଏହି ଫିଚର ବିଶେଷ କରି ଏଣ୍ଟରପ୍ରାଇଜ୍‌ (ବ୍ୟବସାୟିକ) ଗ୍ରାହକଙ୍କ ପାଇଁ ଡିଜାଇନ କରାଯାଇଛି, ଯାହା ମାର୍କେଟିଙ୍ଗ କଲ୍‌ର ପ୍ରକୃତତା ଯାଞ୍ଚ…