ଏବେ ଆଉ ଆସିବନି ଫ୍ରଡ୍ କଲ୍, Truecaller ଲଞ୍ଚ କଲା Secure Calls ଫିଚର୍
ନୂଆଦିଲ୍ଲୀ: ସ୍ୱିଡିଶ୍ କଲର ଆଇଡି ଆପ୍ ନିର୍ମାତା ଟ୍ରୁକଲର ଫ୍ରଡ୍ କଲ୍କୁ ରୋକିବା ପାଇଁ ଏକ ନୂଆ ଫିଚର ‘ସିକ୍ୟୁର କଲ୍’ ରୋଲଆଉଟ କରିଛି। ଏହି ଫିଚର ବିଶେଷ କରି ଏଣ୍ଟରପ୍ରାଇଜ୍ (ବ୍ୟବସାୟିକ) ଗ୍ରାହକଙ୍କ ପାଇଁ ଡିଜାଇନ କରାଯାଇଛି, ଯାହା ମାର୍କେଟିଙ୍ଗ କଲ୍ର ପ୍ରକୃତତା ଯାଞ୍ଚ…