ଶିବ ତାଣ୍ଡବରେ କମ୍ପିଲା ଭାରତୀୟ ସେନାର ମଞ୍ଚ: ଜାଣନ୍ତୁ ଏହି ପ୍ରତିଧ୍ୱନର ମହତ୍ୱ
ନୂଆଦିଲ୍ଲୀ: ପହଲଗାମରେ ନିରସ୍ତ୍ର ପର୍ଯ୍ୟଟକଙ୍କ ହତ୍ୟା ପରେ, ଭାରତୀୟ ସେନା ଅପରେସନ ସିନ୍ଦୂରରେ ପ୍ରତ୍ୟେକ ମୋଡ଼ରେ ପାକିସ୍ତାନକୁ ଉଚିତ ଜବାବ ଦେଇଛି । ଭାରତୀୟ ସେନାର ଅଦମ୍ୟ ସାହସ ଏବଂ ଦୁଃସାହସିକ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ୯ଟି ଆତଙ୍କବାଦୀ ଆଡ୍ଡା ଧ୍ୱଂସ ହୋଇଥିଲା ଏବଂ ୩୫-୪୦ ଜଣ…