ଫିଲ୍ମ ଷ୍ଟାଇଲରେ ପାକିସ୍ତାନକୁ ପଶିଥିଲା ମିସାଇଲ, ଆସିଲା ଭିଡିଓ…
ନୂଆଦିଲ୍ଲୀ: ଅପରେସନ ସିନ୍ଦୂରକୁ ନେଇ ଧରାପଡ଼ିଗଲା ପାକିସ୍ତାନ ମିଛ । ଫଟୋ କହିଦେଲା କ୍ଷତିର ସତ । ଅପରେସନ ସିନ୍ଦୂରକୁ ନେଇ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଇଛନ୍ତି, ମିଲିଟାରୀ ଅପରେସନର ଡାଇରେକ୍ଟର ଜେନେରାଲ । ପ୍ରଥମ ଥର ସୂଚନା ଦେଲେ ୩ ସେନାର DGMO । ଯେଉଁଥିରେ କୁହାଯାଇଛି, ଭାରତର ଅପରେସନ…