୨୦୨୬ରେ ଆସୁଛି ଏଆଇ ସ୍ମାର୍ଟ ଚଷମା, ଯେଉଁଥିରେ ଦେଖିପାରିବେ….
ଭୁବନେଶ୍ୱର: ୨୦୨୬ରେ ଆସୁଛି ଏଆଇ ସ୍ମାର୍ଟ ଚଷମା । ମିକ୍ସଡ୍ ରିଆଲିଟି ହେଡସେଟ୍ରେ ପରୀକ୍ଷଣ ପରେ ଏବେ ମେଟାର ଜନପ୍ରିୟ ରେ-ବାନ୍ ସ୍ମାର୍ଟ ଚଷମାର ପ୍ରତିଦ୍ୱନ୍ଦୀ ଭାବେ ନିଜର ସ୍ମାର୍ଟ ଚଷମା ତିଆରି କରିବାକୁ ଯାଉଛି। ବ୍ଲୁମବର୍ଗର ମାର୍କ ଗୁରମାନଙ୍କ ରିପୋର୍ଟ ଅନୁସାରେ, ଆପଲ୍ ୨୦୨୬ ଶେଷ…