Latest Odisha News

BREAKING NEWS

ସରକାରଙ୍କ ଦ୍ଵିତୀୟ ବର୍ଷର ଉନ୍ନୟନ କାମର ଶୁଭାରମ୍ଭ କେନ୍ଦ୍ରାପଡ଼ାରୁ ହେବ: ମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡା:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରି ଜିଲ୍ଲା ପ୍ରଦକ୍ଷଣ ଗୃହ ସ୍ଥିତ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପ୍ରଶାସନର ସମସ୍ତ ଉନ୍ନତିମୂଳକ କାର୍ଯ୍ୟ ଏବଂ ଜିଲ୍ଲାର ପ୍ରଶାସନର କାର୍ଯ୍ୟ ବିଷୟରେ ସମୀକ୍ଷା କରିଛନ୍ତି । ଏଥିସହ ଘୋଷଣା କରିଛନ୍ତିଯେ,…

ରଥଯାତ୍ରା ସମୟରେ ଚଳାଚଳ କରିବ ୩୬୫ ସ୍ଵତନ୍ତ୍ର ଟ୍ରେନ୍

ପୁରୀ: ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଦ୍ଵିତୀୟ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ, ସ୍ଵାସ୍ଥ୍ୟ ମନ୍ତ୍ରୀ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ…

ମନ୍ତ୍ରୀଙ୍କ ବଦାନ୍ୟତା; ନିଜ ଏସକର୍ଟ ଗାଡିରେ ଆହତଙ୍କୁ ପଠାଇଲେ ମେଡିକାଲ

ପୁରୀ: ମନ୍ତ୍ରୀଙ୍କ ବଣପଣ, ନିଜ ଏସକର୍ଟ ଗାଡିରେ ଯୁବକଙ୍କୁ ମେଡିକାଲ ପଠାଇ ନିଜେ ଗଲେ ସାଧାରଣ ଗାଡିରେ । ଏଭଳି ଘଟଣା ସାମ୍ନାକୁ ଆସିଛି ପୁରୀ ଜିଲ୍ଲା କଣାସ ବ୍ଲକ୍ ଅଣ୍ଡାଳସିଂ ଅଞ୍ଚଳରେ । ରଥଯାତ୍ରା ନିମନ୍ତେ ପୁରୀରେ ସମନ୍ୱୟ ବୈଠକ ସାରି ପୁରୀରୁ ଗଞ୍ଜାମ ଫେରୁଥିଲେ ବେଳେ ବାଣିଜ୍ୟ,…

ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁକାଳୀନ ସହାୟତା ରାଶି ବଢ଼ିଲା,ଥିଲା ୬ ଲକ୍ଷ ହେଲା…

ଭୁବନଶ୍ବର: ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ରାଜ୍ୟରେ ବନ୍ୟଜନ୍ତୁ ଆକ୍ରମଣରେ ପୂର୍ବରୁ ମିଳୁଥିବା ମୃତ୍ୟୁକାଳୀନ ସହାୟତା ରାଶିକୁ ୬ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି।   ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଗ୍ରାମ ଗୁଡିକରେ ସାଧାରଣତଃ ବନ୍ୟଜନ୍ତୁ ଆକ୍ରମଣର ନଜିର ଅଧିକ ରହିଥାଏ।…

ଡବ୍ଲ୍ୟୁଟିସି ଫାଇନାଲ: ଚୋକର୍ସ ଟ୍ୟାଗ ହଟେଇ ପାରିବ ତ ଦକ୍ଷିଣ ଆଫ୍ରିକା

ନୂଆଦିଲ୍ଲୀ: ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲ ମ୍ୟାଚ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ । ଲର୍ଡସରେ ଖେଳାଯିବାକୁ ଥିବା ଏହି ମୁକାବିଲାରେ ଉଭୟ ଦଳ ଟାଇଟଲ ହାସଲ ଲକ୍ଷ୍ୟରେ ରହିବେ । ତେବେ ଆଇସିସି ଟ୍ରଫି ମୁକାବିଲାରେ ଦକ୍ଷିଣ ଆଫ୍ରିକା ନିଜକୁ ଏକ ଚୋକର୍ସ ଟିମ ଭାବେ…

ଏହା ମୁଣ୍ଡବିନ୍ଧା ନୁହେଁ, ଏହା କର୍କଟ ରୋଗ… ଜଳବାୟୁ ବିଷୟରେ ଏପରି ମନ୍ତବ୍ୟ ଦେଲେ ଆଚାର୍ଯ୍ୟ ପ୍ରଶାନ୍ତ

ନୂଆଦିଲ୍ଲୀ: ଫିଲୋସୋଫର (ଦାର୍ଶନିକ), ଜଳବାୟୁ କର୍ମୀ ଏବଂ ଲେଖକ ଆଚାର୍ଯ୍ୟ ପ୍ରଶାନ୍ତ ଦେଶବ୍ୟାପୀ ଘଟୁଥିବା ପ୍ରାକୃତିକ ବିପର୍ଯ୍ୟୟ ବିଷୟରେ କହିଥିଲେ। ବିଶ୍ୱ ପରିବେଶ ଦିବସ (ଜୁନ୍ ୫) ଅବସରରେ ଗ୍ରୀନ୍ ସୋସାଇଟି ଅଫ୍ ଇଣ୍ଡିଆ ଦ୍ୱାରା ଆଚାର୍ଯ୍ୟଙ୍କୁ 'ସବୁଠାରୁ ପ୍ରଭାବଶାଳୀ ପରିବେଶବାଦୀ'…

କମିଲା ସୁନା ଦର, ଜାଣନ୍ତୁ କେତେ…

ଭୁବନେଶ୍ୱର: ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି । ପୁଣି କମିଲା ସୁନା ଦର । ଜୁନ୍ ୯ ତାରିଖ ଅର୍ଥାତ୍ ସୋମବାର ସୁନା ଦରରେ ହ୍ରାସ ହୋଇଛି । ୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ଗତକାଲି ୯୭ ହଜାର ୯୭୦ ଟଙ୍କା ଥିବାବେଳେ ଆଜି ତାହା ହ୍ରାସ ପାଇ ୯୭ ହଜାର ୬୯୦ ଟଙ୍କା ରହିଛି । ତେବେ ଏଥିରେ ମୋଟ…

ପୁରୀ ବଡଦାଣ୍ଡ ଯାଏଁ ମାଗଣାରେ ଯିବେ ଯାତ୍ରୀ

ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସ୍ୱତନ୍ତ୍ର ନୀତି କରିଛନ୍ତି ରାଜ୍ୟ ସରକାର । ଭକ୍ତଙ୍କ ସୁବିଧା ନିମନ୍ତେ ତାଳବଣିଆରେ ଅସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ ହେବ । ଏହା ସହ ରଥଯାତ୍ରା ସମୟରେ ପୁରୀକୁ ଚଳାଚଳ କରୁଥିବା ୨୫୦ଟି ସ୍ୱତନ୍ତ୍ର ବସ ପାଇଁ ଅନୁମତି ପ୍ରଦାନ କରାଯିବ ବୋଲି ନିଷ୍ପତି ହୋଇଛି…

କୋଭିଡ ଲକ୍ଷଣ ଥିଲେ ରଥଯାତ୍ରା ଠାରୁ ଦୁରେଇ ରୁହନ୍ତୁ: ସ୍ବାସ୍ଥ୍ୟମନ୍ତ୍ରୀ

ପୁରୀ: ବର୍ତ୍ତମାନ ଦେଶ ସମେତ ରାଜ୍ୟରେ କୋଭିଡ ସଂକ୍ରମଣ ପୁଣି ବ୍ୟାପୁଛି । ଏହି ସମୟ ମଧ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଆସୁଥିବାରୁ ଏହି ଅବସରରେ ଯେଉଁମାନଙ୍କଠାରେ କୋଭିଡ ଲକ୍ଷଣ ରହିଛି, ସେମାନେ ପୁରୀ ନ ଆସିବା ଭଲ। ଅସୁସ୍ଥ ଥିଲେ ମାସ୍କ ପିନ୍ଧିବା ଆବଶ୍ୟକ…

‘ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ ୩’ ରେ ଅର୍ଚ୍ଚନାଙ୍କ ସହ ନଜର ଆସିବେ କି ସିଦ୍ଧୁ? ନେଟଫ୍ଲିକ୍ସ ଦେଲା…

ମୁମ୍ବାଇ: ନେଟଫ୍ଲିକ୍ସ ପ୍ରଶଂସକମାନଙ୍କୁ ଏକ ବଡ଼ ସର୍ପ୍ରାଇଜ୍ ପ୍ରଦାନ କରିଛି। ଏବେ 'ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ ସିଜିନ୍-୩' ଘୋଷଣା କରାଯାଇଛି। ନେଟଫ୍ଲିକ୍ସ ଏକ ଭିଡିଓ ଜାରି କରି କପିଲ ଶର୍ମାଙ୍କ ଶୋ ବିଷୟରେ ମଜାଦାର କଥା ଘୋଷଣା କରିଛି। ଏଥର ଜଜ୍‌ଙ୍କ ସିଂହାସନରେ ଅର୍ଚ୍ଚନା ପୁରନ…