Latest Odisha News

BREAKING NEWS

ପୁରୀ ବଡଦାଣ୍ଡ ଯାଏଁ ମାଗଣାରେ ଯିବେ ଯାତ୍ରୀ

ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସ୍ୱତନ୍ତ୍ର ନୀତି କରିଛନ୍ତି ରାଜ୍ୟ ସରକାର । ଭକ୍ତଙ୍କ ସୁବିଧା ନିମନ୍ତେ ତାଳବଣିଆରେ ଅସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ ହେବ । ଏହା ସହ ରଥଯାତ୍ରା ସମୟରେ ପୁରୀକୁ ଚଳାଚଳ କରୁଥିବା ୨୫୦ଟି ସ୍ୱତନ୍ତ୍ର ବସ ପାଇଁ ଅନୁମତି ପ୍ରଦାନ କରାଯିବ ବୋଲି ନିଷ୍ପତି ହୋଇଛି…

କୋଭିଡ ଲକ୍ଷଣ ଥିଲେ ରଥଯାତ୍ରା ଠାରୁ ଦୁରେଇ ରୁହନ୍ତୁ: ସ୍ବାସ୍ଥ୍ୟମନ୍ତ୍ରୀ

ପୁରୀ: ବର୍ତ୍ତମାନ ଦେଶ ସମେତ ରାଜ୍ୟରେ କୋଭିଡ ସଂକ୍ରମଣ ପୁଣି ବ୍ୟାପୁଛି । ଏହି ସମୟ ମଧ୍ୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ଆସୁଥିବାରୁ ଏହି ଅବସରରେ ଯେଉଁମାନଙ୍କଠାରେ କୋଭିଡ ଲକ୍ଷଣ ରହିଛି, ସେମାନେ ପୁରୀ ନ ଆସିବା ଭଲ। ଅସୁସ୍ଥ ଥିଲେ ମାସ୍କ ପିନ୍ଧିବା ଆବଶ୍ୟକ…

‘ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ ୩’ ରେ ଅର୍ଚ୍ଚନାଙ୍କ ସହ ନଜର ଆସିବେ କି ସିଦ୍ଧୁ? ନେଟଫ୍ଲିକ୍ସ ଦେଲା…

ମୁମ୍ବାଇ: ନେଟଫ୍ଲିକ୍ସ ପ୍ରଶଂସକମାନଙ୍କୁ ଏକ ବଡ଼ ସର୍ପ୍ରାଇଜ୍ ପ୍ରଦାନ କରିଛି। ଏବେ 'ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ ସିଜିନ୍-୩' ଘୋଷଣା କରାଯାଇଛି। ନେଟଫ୍ଲିକ୍ସ ଏକ ଭିଡିଓ ଜାରି କରି କପିଲ ଶର୍ମାଙ୍କ ଶୋ ବିଷୟରେ ମଜାଦାର କଥା ଘୋଷଣା କରିଛି। ଏଥର ଜଜ୍‌ଙ୍କ ସିଂହାସନରେ ଅର୍ଚ୍ଚନା ପୁରନ…

ଘରୋଇ ସିରିଜର ଭେନ୍ୟୁ ପରିବର୍ତନ କଲା ବିସିସିଆଇ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ୨୦୨୫ ଆନ୍ତର୍ଜାତୀୟ ଘରୋଇ ସିରିଜରେ କେତେକ ଭେନ୍ୟୁରେ ପରିବର୍ତନ କରିଛି । ଟିମ ଇଣ୍ଡିଆ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୱେଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ ଖେଳିବ । ପ୍ରଥମେ ଭାରତ ୨ଟି ଟେଷ୍ଟ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳିବ…

ଶ୍ରୀମନ୍ଦିର ପାଇଁ କରିଛନ୍ତି କେତେ?

ଭୁବନେଶ୍ବର: ଗତ ନିର୍ବାଚନରେ ବିଜେପି ପାଇଁ ଶ୍ରୀମନ୍ଦିରରୁ ଖୋଲିଥିଲା ବିଜୟର ଦ୍ବାର । ଶ୍ରୀମନ୍ଦିର ପରିକ୍ରମାରୁ ଶ୍ରେୟ ନେବାକୁ ବିଜେଡି ଉଦ୍ୟମ କରୁଥିବା ବେଳେ ରତ୍ନଭଣ୍ଡାର ଚାବି ପ୍ରସଙ୍ଗ ଉଠାଇ ସିଧାସଳଖ ଟାର୍ଗେଟ୍ କରିଥିଲା ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହୁଅନ୍ତୁ କି…

ନିର୍ମାଣ ହେବ ଅତ୍ୟାଧୁନିକ ଆଡଭୋକେଟ୍ ଏକାଡେମୀ, ମିଳିବ ସ୍ୱାସ୍ଥ୍ୟ ବୀମା

ଭୁବନେଶ୍ୱର: ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଆହ୍ୱାନ। ବିଧାନସଭା, ସଂସଦରେ ପ୍ରତିନିଧିତ୍ୱ କରନ୍ତୁ ଆଇନଜୀବୀ। ଆଇନ ସମ୍ପର୍କରେ ଜ୍ଞାନ ଥିବା ବ୍ୟକ୍ତିମାନେ ବିଧାନସଭା ଓ ସଂସଦରେ ପ୍ରତିନିଧିତ୍ୱ କରିବା ପାଇଁ ଆଗ୍ରହୀ ହେଉନାହାଁନ୍ତି। ଏବେ ସମୟ ଆସିଛି, ଆଇନଜୀବୀମାନେ ବ୍ୟବସ୍ଥାପିକାରେ…

ସିଲଂରେ ମର୍ଡର, ଗାଜିପୁରରେ ସରେଣ୍ଡର

ନୂଆଦିଲ୍ଲୀ: ସିଲଂରେ ମର୍ଡର, ଗାଜିପୁରରେ ସରେଣ୍ଡର । ପତି, ପତ୍ନୀ ଓ ହତ୍ୟା ଷଡ଼ଯନ୍ତ୍ର । ୫ବର୍ଷ ସାନ ପ୍ରେମିକ ପାଇଁ ସ୍ବାମୀଙ୍କୁ ହତ୍ୟା ସୁପାରୀ । ମେଘାଳୟରେ ଇନ୍ଦୋରର ନବବିବାହିତ ରାଜା ରଘୁବଂଶୀଙ୍କୁ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ଖୁଲାସା । ସ୍ତ୍ରୀ ସୋନମ ଦେଇଥିଲେ ହତ୍ୟା ପାଇଁ ସୁପାରୀ…

ଏହି ରୋଗରେ ପୀଡିତା ବିଗ୍ ବସ୍ ଓଟିଟି ୩ ବିଜେତା ସନା ମକବୁଲ୍….ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଅସୁସ୍ଥ ଅଛନ୍ତି ବିଗ୍ ବସ୍ ଓଟିଟି ୩ ବିଜେତା ସନା ମକବୁଲ୍ । ହସ୍ପିଟାଲ ବେଡରେ ଫଟୋ ଭାଇରାଲ ହେବା ପରେ ନିଜେ ଏନେଇ ସ୍ପଷ୍ଟ କରିଛନ୍ତି। କହିଲେ କାହିଁକି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି? ତେବେ ଗତକାଲି ବିଗ୍ ବସ୍ ଓଟିଟି ୩ ବିଜେତା ତଥା ଅଭିନେତ୍ରୀ ସନା ମକବୁଲ…

ସମୁଦ୍ର ମଝିରେ ଜାହାଜରେ ବିସ୍ଫୋରଣ ; ଭାରତୀୟ ତଟରକ୍ଷୀ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି

କେରଳ: କେରଳ ଉପକୂଳ ସମୁଦ୍ର ଭିତରେ ବିସ୍ଫୋରଣ। କଲମ୍ବୋରୁ ମୁମ୍ବାଇର ନହାଭା ଶେଭା ଯାଉଥିବା କଣ୍ଟେନର ଜାହାଜ MV WAN HAI 503ରେ ବିସ୍ଫୋରଣ ହୋଇଛି । ୪ ଜଣ କ୍ରୁ ନିଖୋଜ ଏବଂ୫ ଜଣ କ୍ରୁ ଆହତ ହୋଇଥିବା ରିପୋର୍ଟ କରାଯାଇଛି । ସିଙ୍ଗାପୁର ପତାକା ଲାଗିଥିବା ଏହି ଜାହାଜରେ ମୋଟ ୨୨ ଜଣ କ୍ରୁ…

ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡ଼ା ଓ ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ରେକର୍ଡ

ଭୁବନେଶ୍ୱର: ଅସହ୍ୟ ତାତି ସହ ପ୍ରବଳ ଗୁଳୁଗୁଳି କାରଣରୁ ଅସ୍ତବ୍ୟସ୍ତ ହୋଇପଡିଲେଣି ଓଡିଶାବାସୀ । ପଶ୍ଚିମ ଓଡିଶାରେ ତାତିର ପ୍ରକୋପ ବଢି ବଢି ଚାଲିଥିବାବେଳେ, ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକ ଜିଲ୍ଲା ଗୁଡିକରେ ପ୍ରବଳ ଗୁଳୁଗୁଳି ଅନୁଭୁତ ହେଉଛି । ତେବେ ଦିନ ୧୧ଟା ୩୦ ସୁଦ୍ଧା…