Latest Odisha News

BREAKING NEWS

ଇରାନ ରାସ୍ତାରେ ବୁଲିବେନି କୁକୁର

ନୂଆଦିଲ୍ଲୀ: ଇରାନ ରାସ୍ତାରେ ଚାଲିପାରିବେନି କୁକର । ଇରାନର କର୍ତ୍ତୃପକ୍ଷ ଦେଶର ବିଭିନ୍ନ ସହରରେ ସାର୍ବଜନୀନ ସ୍ଥାନରେ କୁକୁର ବୁଲାଇବା ଉପରେ ନିଷେଧ କରିଛନ୍ତି । ଜନସ୍ୱାସ୍ଥ୍ୟ, ସାମାଜିକ ବ୍ୟବସ୍ଥା ଏବଂ ସୁରକ୍ଷା ଚିନ୍ତାର କାରଣ ଦର୍ଶାଇ କିଛି ନିର୍ଦ୍ଦେଶ ଦେିଛନ୍ତି କର୍ତ୍ତୃପକ୍ଷ ।…

ଦୁର୍ନୀତିଗ୍ରସ୍ତ ବାବୁଙ୍କୁ ରାଜସ୍ବ ମନ୍ତ୍ରୀଙ୍କ ଚେତାବନୀ ‘ସରକାରଙ୍କ ସଂକଳ୍ପ, ଯେଉଁଠି ଥିଲେ ବି…

ଭୁବନେଶ୍ବର: ରାଜ୍ୟରେ ଦୁର୍ନୀତିଗ୍ରସ୍ତ ବାବୁଙ୍କୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଚେତାବନୀ । ସମୟ ଅଛି ସତର୍କ ହୋଇଯାଅ । ଅଭିଯାନ ଆରମ୍ଭ ହୋଇଛି, କେହି ବି ବର୍ତ୍ତିବେ ନାହିଁ । ଯେଉଁ ସରକାରୀ ଅଧିକାରୀ ଦୁର୍ନୀତି କରିବେ ସିଏ ଜେଲ୍‍ ଯିବେ । ଏପରି କହି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ…

ପିଓକେରେ ପୁନଃ ସକ୍ରିୟ ହେଲା ଲଞ୍ଚ ପ୍ୟାଡ୍; ମୁକାବିଲା ପାଇଁ ଭିଲେଜ ଡିଫେନ୍ସ ଗାର୍ଡଙ୍କୁ ତାଲିମ ଦେଉଛି ସେନା

ଶ୍ରୀନଗର: ଅପରେସନ ସିନ୍ଦୂର ପରେ, ଅନ୍ତର୍ଜାତୀୟ ସୀମା ଅଞ୍ଚଳରେ ଭିଲେଜ ଡିଫେନ୍ସ ଗାର୍ଡ (VDG)ର ସଦସ୍ୟମାନଙ୍କୁ BSF ଦ୍ୱାରା ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯାଉଛି । ଏହି ତାଲିମ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ ଆଗାମୀ ଦିନରେ ଅମରନାଥ ଯାତ୍ରା ମଧ୍ୟ ହେବାକୁ ଯାଉଛି । ଏହି ଯାତ୍ରା ସମୟରେ,…

କାହିଁକି ପଡିଆ ମଝିରେ କାନ୍ଦିଲେ କ୍ରିଷ୍ଟିଆନୋ ରୋନାଲ୍ଡୋ?, ବିରାଟଙ୍କ ସହ ଯୋଡିଲେ ପ୍ରଶଂସକ…

ନୂଆଦିଲ୍ଲୀ: ପଡିଆ ମଝିରେ ଭୋ ଭୋ ହୋଇ କାନ୍ଦିଲେ ପର୍ତ୍ତୁଗୀଜ୍ ଷ୍ଟାର ଫୁଟବୋଲର କ୍ରିଷ୍ଟିଆନୋ ରୋନାଲ୍ଡୋ । କ୍ରିଷ୍ଟିଆନୋ ରୋନାଲ୍ଡୋ ଭାବପ୍ରବଣ ହୋଇ ପଡ଼ିଆରେ ନିଜ ଲୁହକୁ ଅଟକାଇ ପାରିଲେ ନାହିଁ । ଭୋ ଭୋ ହୋଇ କାନ୍ଦିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ…

ନକ୍ସଲଙ୍କ ଆଇଇଡି ବିସ୍ଫୋରଣରେ ଏଏସପି ସହିଦ

ଛତିଶଗଡ଼: ଛତିଶଗଡ଼ର ସୁକମା ଜିଲ୍ଲାର କୋଣ୍ଟା ଥାନା ଅଞ୍ଚଳରେ ନକ୍ସଲଙ୍କ ଆଇଇଡି ବିସ୍ଫୋରଣ । ଏଥିରେ କୋଣ୍ଟା ଏଏସପି ଆକାଶ ରାଓ ଗିରପୁଞ୍ଜେ ସହିଦ ହୋଇଛନ୍ତି। ଏହି ବିସ୍ଫୋରଣରେ ସବ-ଡିଭିଜନାଲ୍ ପୋଲିସ ଅଧିକାରୀ କୋଣ୍ଟା ଭାନୁପ୍ରତାପ ଚନ୍ଦ୍ରାକର ଏବଂ କୋଣ୍ଟା ପୋଲିସ ଷ୍ଟେସନ୍ ଇନଚାର୍ଜ ସୋନାଲ…

ଲାଞ୍ଚ ନେଇ ଧରାପଡିଲେ ଲାଞ୍ଚୁଆ ଉପଜିଲ୍ଲାପାଳ

୧୦ ଲକ୍ଷ ଟଙ୍କା ଲାଂଚ ନେଇ ଧରାପଡିଛନ୍ତି ଆଇଏଏସ ଅଫିସର ଧିମନ ଚକମା । ଲାଂଚ ନେବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି । ଯୁବ ଆଇଏଏସ ଅଫିସର ଧିମନ ଚକମା ଲାଂଚ ନେବା ବେଳେ ଗିରଫ ହୋଇଛନ୍ତି । କଳାହାଣ୍ଡି ଜି୍‌ଲଲା ଧର୍ମଗଡରେ ଉପଜିଲ୍ଲାପାଳ ଭାବେ ସେ କାର୍ଯ୍ୟ କରୁଥିଲେ । ତାଙ୍କ…

ଭାଷା ବିବାଦରେ ଶାହଙ୍କ ଏଣ୍ଟ୍ରି: କହିଲେ, ‘କ୍ଷମା ମାଗୁଛି, ମୁଁ ତାମିଲରେ କହିପାରିଲିନି…’

ନୂଆଦିଲ୍ଲୀ: ଦକ୍ଷିଣ ଭାରତରେ ଏବେ ଭାଷା ବିବାଦ ଜୋର ତେଜିଛି । ହିନ୍ଦୀ-ତାମିଲ ଭାଷା ବିବାଦ ଭିତରେ ଥିବା ବେଳେ, ହିନ୍ଦୀ ଭାଷାକୁ ଅଧିକ ଟାର୍ଗେଟ କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ । ଏନେଇ ଅନେକ ରାଜନେତାଙ୍କ ଠାରୁ ଆରମ୍ଭ କରି ଅଭିନେତା ଭିନ୍ନ ମତ ପାଇଁ ମଧ୍ୟ ବିବାଦରେ…

ପୋଲିସ ଆଗରେ ହତ୍ୟାର କାରଣ କହିଲେ ୨ ଅଭିଯୁକ୍ତ

ପ୍ରତିଶୋଧ ନେଉ ନେଉ ଜୀବନ ନେଇଗଲେ । ଅପରାଧ କରିବା ଆଗରୁ କିଛି ଭାବିଲେ ନାହିଁ । ଆଉ ହତ୍ୟା କରିବେ ପରେ ଘଟଣାର ସତ ବଖାଣିଲେ । ହଁ ଆଜ୍ଞା ଟିକିଏ ଭଲକରି ଦେଖନ୍ତୁ । ଏହି ୨ଜଣଙ୍କ ମୁହଁରେ କଳା କପଡା ଗୁଡା ହୋଇଛି । ଏମାନେ ଗୋଟିଏ ଲୋକର ଜୀବନ ନେଇ ସର୍ବସ୍ୱାନ୍ତ କରିଛନ୍ତି । ପ୍ରତିଶୋଧ…

ବାଟକୁ ଆସୁଛନ୍ତି ୟୁନୁସ: ଭାରତ ସହିତ ସହଯୋଗ ନେଇ ମୋଦିଙ୍କୁ ଲେଖିଲେ ଚିଠି….

ନୂଆଦିଲ୍ଲୀ: ବୁଝୁସାରିଲେଣି ୟନୁସ, ଭାରତ ସହ ଲାଗିବା ବାଂଲାଦେଶ ସ୍ବାସ୍ଥ୍ୟ ପ୍ରତି ହାନିକାରକ । ଏବେ ବାଟକୁ ଆସିଲେଣି । ଭାରତ ସହ ସଂପର୍କକୁ ମଜବୁତ କରିବା ନେଇ ପ୍ରୟାସ ଜାରି ରଖିଥିବା ବେଳେ ଏବେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଛନ୍ତି ୟୁନୁସ । ଭାରତ ଏବଂ ବାଂଲାଦେଶ ପାରସ୍ପରିକ…

ଭିଜିଞ୍ଜମ ବନ୍ଦରରେ ପହଞ୍ଚିଲା ବିଶ୍ୱର ସର୍ବବୃହତ କଣ୍ଟେନର ଜାହାଜ MSC IRINA, ଜାଣନ୍ତୁ ଏହାର ବିଶେଷତ୍ବ

ଥିରୁଅନନ୍ତପୁରମ୍: ବିଶ୍ୱର ସର୍ବବୃହତ କଣ୍ଟେନର ଜାହାଜ MSC IRINA କେରଳର ଥିରୁଅନନ୍ତପୁରମ ଜିଲ୍ଲାର ଭିଝିଞ୍ଜମ ଅନ୍ତର୍ଜାତୀୟ ବନ୍ଦରରେ ପହଞ୍ଚିବା ମାତ୍ରେ ବର୍ଥିଂ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆଦାନୀ ଗ୍ରୁପ୍ ଏହି ବନ୍ଦର ପରିଚାଳନା କରୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ ମାସ ୨…