ଚାମ୍ପିୟନ୍ସ ଟ୍ରଫି ପରାଜୟ ପରେ ଅଧିନାୟକ ପଦ ଛାଡିଲେ ଜୋସ ବଟଲର
ନୂଆଦିଲ୍ଲୀ: ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଇଂଲଣ୍ଡ ନୈରାଶ୍ୟଜନକ ପ୍ରଦର୍ଶନ କରି ସେମିଫାଇନାଲ ଦୌଡରୁ ବାଦ ପଡିଛି । ଏହା ପରେ ଦଳର ନିୟମିତ ଅଧିନାୟକ ଜୋସ ବଟଲର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ସୀମିତ ଓଭର ବିଶିଷ୍ଟ ମ୍ୟାଚରେ ଇଂଲଣ୍ଡ ତାଙ୍କ ନେତୃତ୍ୱରେ କ୍ରମାଗତ ଖରାପ ପ୍ରଦର୍ଶନ କରି…