ଟ୍ରେନରେ ମିଳିବ ସ୍ଵାଦିଷ୍ଟ ଖାଦ୍ୟ; IRCTC ଆରମ୍ଭ କଲା ଏହି ନୂତନ ସେବା..
ନୂଆଦିଲ୍ଲୀ: ମେଲ୍ ଏବଂ ଏକ୍ସପ୍ରେସ୍ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ IRCTC ଆଣିଛି ଖୁସି ଖବର । ଯାତ୍ରୀଙ୍କୁ ମିଳିବ ଇ-ପାଣ୍ଟ୍ରି ସେବା । ଯାତ୍ରୀମାନଙ୍କୁ ସେମାନଙ୍କ ଟ୍ରେନ ସିଟ୍ରେ ସଠିକ୍ ମୂଲ୍ୟରେ ସମୟାନୁସାରେ ଖାଦ୍ୟ ମିଳିବ । ରେଳବାଇର ଏକ ସହାୟକ କମ୍ପାନୀ ଇଣ୍ଡିଆନ୍…