ଚେସ: ବିଶ୍ୱ ଚାମ୍ପିୟନଙ୍କୁ ହରାଇଲେ ଗୁକେଶ, ରାଗିଗଲେ କାର୍ଲସେନ
ନୂଆଦିଲ୍ଲୀ: ନରୱେ ଚେସ ଟୁର୍ଣ୍ଣାମେଂଟରେ ଭାରତର ଷ୍ଟାର ଖେଳାଳି ଡି.ଗୁକେଶ ବିଶ୍ୱଚାମ୍ପିୟନ ମାଗ୍ନସ କାର୍ଲସେନଙ୍କୁ ପରାସ୍ତ କରିଛନ୍ତି । କ୍ଲାସିକାଲ ଚେସରେ କାର୍ଲସେନଙ୍କ ବିପକ୍ଷରେ ଗୁକେଶଙ୍କ ଏହା ପ୍ରଥମ ବିଜୟ । ମ୍ୟାଚ ହାରିଯିବା ପରେ କାର୍ଲସେନ ରାଗରେ ବୋର୍ଡକୁ ହାତରେ ପିଟି ଦେଇଥିଲେ ।…