Latest Odisha News

BREAKING NEWS

ପାକିସ୍ତାନ ସେନା ମୁଖ୍ୟ ଗାଏବ !

ନୂଆଦିଲ୍ଲୀ: କୁଆଡେ ଗଲେ ପାକିସ୍ତାନ ସେନା ମୁଖ୍ୟ ଅସିମ ମୁନିର? ଭାରତ ସହ ଯୁଦ୍ଧ ଆଶଙ୍କା ମଧ୍ୟରେ ମୁନିର ଗାଏବ! ଦେଶ ଛାଡି କେଉଁଆଡେ ଚାଲି ଯାଇଛନ୍ତି କି ମୁନିର? ସୋସିଆଲ୍ ମି଼ଡିଆରେ ଅସିମ ମୁନିର ଦେଶ ଛାଡି ଚାଲି ଯାଇଥିବା ନେଇ ଜୋରଦାର ଚର୍ଚ୍ଚା ହେଉଛି । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରଠୁ…

ପାକିସ୍ତାନ ସମର୍ଥନରେ ବାହାରିଲା ଖଲିସ୍ତାନୀ ନେତା ପନ୍ନୁ

ନୂଆଦିଲ୍ଲୀ: ଖାଲିସ୍ତାନର ସମର୍ଥକ ଗୁରୁପତବନ୍ତ ସିଂ ପନ୍ନୁ ପୁଣି ଥରେ ଭାରତ ବିରୋଧରେ ବିଷ ଓଗାଳିଛି। ଶିଖ୍ସ ଫର ଜଷ୍ଟିସର ମୁଖ୍ୟ ପନ୍ନୁ ଖୋଲାଖୋଲି ଭାବରେ ପାକିସ୍ତାନକୁ ସମର୍ଥନ କରିବା ସହ ଭାରତୀୟ ସେନାକୁ ଧମକ ଦେବାକୁ ପଛାଇନାହିଁ। ସେ କହିଥିଲା ଯେ ଭାରତୀୟ ସେନାକୁ ପଞ୍ଜାବ ଦେଇ…

ଭିସୁଟର ୧୦୦ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ; ୫ ଛାତ୍ରୀଙ୍କୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ

ବୁର୍ଲା: ସମ୍ବଲପୁର ଜିଲ୍ଲାର ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ)ରେ କ୍ୟାମ୍ପସରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବିଶୃଙ୍ଖଳା ଆଚରଣକାରୀ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ କର୍ତ୍ତୃପକ୍ଷ । ଏପ୍ରିଲ ୧୦ରେ ଭିସୁଟର ଜଣେ ଛାତ୍ରୀ ଫିସରି ଅଞ୍ଚଳରେ…

ଜମ୍ମୁକାଶ୍ମୀର ବିଧାନସଭାର ସ୍ବତନ୍ତ୍ର ଅଧିବେଶନ: ପହଲଗାମ୍ ଆକ୍ରମଣକୁ ଦୃଢ଼ ନିନ୍ଦା

ଶ୍ରୀନଗର: ଜମ୍ମୁକାଶ୍ମୀର ବିଧାନସଭାର ସ୍ବତନ୍ତ୍ର ଅଧିବେଶନ। ପହଲଗାମ୍‌ ଆତଙ୍କୀ ହାମଲାକୁ ନେଇ ସ୍ବତନ୍ତ୍ର ଅଧିବେଶନ। ବିଧାନସଭାରେ ପହଲଗାମ ଘଟଣାକୁ ଦୃଢ଼ ନିନ୍ଦା କରାଗଲା। ସ୍ବତନ୍ତ୍ର ଅଧିବେଶନରେ ଆକ୍ରମଣ ବିରୋଧରେ ପ୍ରସ୍ତାବ ଦିଆଗଲା। କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷିତ କୂଟନୈତିକ…

ତାରକସି, ମାଟି କଣ୍ଢେଇ କାମକୁ ଉଦଜିବିତ ରଖିଥିବା ଶିଳ୍ପୀଙ୍କୁ ସମ୍ବର୍ଦ୍ଧନା

କଟକ: କଟକ ସହରର ସୁପରିଚିତ ଐତିହ୍ୟ ପଦଯାତ୍ରାର ଆବାହକ ଡକ୍ଟର ଦୀପକ ସାମନ୍ତରାୟଙ୍କ ତତ୍ତ୍ବାବଧାନରେ ଓଡିଶା କ୍ରିକେଟ ଆସୋସିଏସନ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠାନର ୭ମ ବାର୍ଷିକ କାର୍ଯ୍ୟକ୍ରମ ରବିବାର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କଟକର ଐତିହ୍ୟର ପରମ୍ପରାକୁ ଉଦଜିବିତ କରିଥିବା…

ବାଙ୍ଗିରିପୋଷି-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ୍‌ରେ ଏଲଏଚବି କୋଚ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ବାଙ୍ଗିରିପୋଷି-ପୁରୀ ଇଣ୍ଟରସିଟି ସୁପରଫାଷ୍ଟ ଏକ୍ସପ୍ରେସ୍ ଟ୍ରେନ୍‌ରେ ଏଲଏଚବି କୋଚ୍‌‌ର ଶୁଭାରମ୍ଭ ହୋଇଛି। ସୋମବାର ଠାରୁ ଆରମ୍ଭ ହୋଇଛି ଏହି ଟ୍ରେନ। ଲୋକସଭା ସାଂସଦ ନବ ଚରଣ ମାଝୀ, ରାଜ୍ୟସଭା ସାଂସଦ ମମତା ମହାନ୍ତ, ବାଙ୍ଗିରିପୋଷି ବିଧାୟିକା ସଞ୍ଜଲୀ ମୁର୍ମୁ, ସାରସକଣା…

ପହଲଗାମ ସମ୍ପର୍କିତ ଖବର ପ୍ରସାରଣକୁ ନେଇ ବିବିସିକୁ ଭାରତର ଚେତାବନୀ

ନୂଆଦିଲ୍ଲୀ: ପହଲଗାମ ସମ୍ପର୍କିତ ଖବର ପ୍ରସାରଣକୁ ନେଇ ବିବିସିକୁ ଭାରତର ଚେତାବନୀ। ପାକିସ୍ତାନର ୧୬ ଚ୍ୟାନେଲ ବ୍ୟାନ୍‌ ସହ ବିବିସିକୁ ଚେତାବନୀ ଦେଇଛି ଭାରତ। ପହଲଗାମ ସମ୍ପର୍କିତ ଖବର ପ୍ରସାରଣକୁ ନେଇ ସତର୍କ କରାଇଲା ଭାରତ। ପକ୍ଷପାତୀ ଖବର ପ୍ରସାରଣକୁ ନେଇ ସତର୍କତା ଜାରି ହୋଇଛି।…

ଓପିଏସସି ଓ ଓଏସଏସସି ପରୀକ୍ଷାରେ ତୃଟି ମାମଲା; ପ୍ରତିକ୍ରିୟା ରଖିଲେ ଉଚ୍ଚ ଶିକ୍ଷାମନ୍ତ୍ରୀ

ଭୁବନେଶ୍ବର: ଓପିଏସସି ଓ ଓଏସଏସସି ପରୀକ୍ଷା ବିଭ୍ରାଟ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ସେ କହିଛନ୍ତି, ଏହି ଘଟଣାର ସଂପୃକ୍ତ ବିଭାଗ ତଦନ୍ତ କରିବ । ବିଭ୍ରାଟରେ ଯେଉଁ ବିଭାଗ ସଂଶ୍ଳିଷ୍ଟ ଅଛି ତଦନ୍ତ ହେବ । ଯିଏ କେହି ବି ଦୋଷୀ ଥିବେ ତାଙ୍କୁ…

କେବଳ ସରକାରୀସ୍ତରରେ ବ୍ୟବହାର ହେବ ଜାତୀୟ ଚିହ୍ନ, ନଚେତ ହେବ ଦୃଢ କାର୍ଯ୍ୟାନୁଷ୍ଠାନ..

ଭୁବନେଶ୍ୱର: ଜାତୀୟ ଚିହ୍ନ ଅଶୋକସ୍ତମ୍ଭର ଅପବ୍ୟବହାରକୁ ନେଇ ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ କୌଣସି ବ୍ୟକ୍ତିବିଶେଷ, ବ୍ୟବସାୟ ପ୍ରତିଷ୍ଠାନ କିମ୍ବା ଅନୁଷ୍ଠାନ ପକ୍ଷରୁ ଜାତୀୟ ଚିହ୍ନକୁ ମନଇଚ୍ଛା ବ୍ୟବହାର କରାଯାଇପାରିବ ନାହିଁ । ଯଦି କୌଣସି ଠାରେ ଏହାର ଅପବ୍ୟବହାର…

ଆରମ୍ଭ ହେଲା ଡିଜିଟାଲ୍ ଷ୍ଟ୍ରାଇକ୍: ଭାରତରେ ୧୬ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ୍ ବ୍ୟାନ୍

ନୂଆଦିଲ୍ଲୀ: ପହଲଗାମ୍ ଆକ୍ରମଣ ସାରା ଦେଶକୁ ସ୍ତବ୍ଧ କରିଛି। ଆତଙ୍କବାଦୀଙ୍କୁ ଉଚିତ୍ ପାନେ ଦେବା ପାଇଁ ଭାରତ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ଦିନକୁ ଦିନ ନିଆଯାଉଛି ବଡ଼ ବଡ଼ କାର୍ଯ୍ୟାନୁଷ୍ଠାନ। ପ୍ରଥମେ ଭାରତରେ ବାସ କରୁଥିବା ପାକିସ୍ତାନ ନାଗରିକଙ୍କୁ ୪୮ ଘଣ୍ଟା ଭିତରେ ଦେଶ…