ନିଟ-ସୁପର ସ୍ପେଶାଲିଟି ପରୀକ୍ଷାରେ ଟପ୍ପର ହେଲେ ଓଡ଼ିଶାର ୟଶ ଜୈନ
ଭୁବନେଶ୍ୱର: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିର ୟଶ ଜୈନ ନିଟ-ସୁପର ସ୍ପେଶାଲିଟି ପରୀକ୍ଷା-୨୦୨୪ (ସର୍ଜିକାଲ୍ ଗ୍ରୁପ୍) ରେ ଟପ୍ପର ହୋଇଛନ୍ତି।
ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ହାସଲ କରିବା ସହ ଓଡ଼ିଶାକୁ ଗର୍ବିତ କରିଥିବାରୁ ୟଶଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ…