୧୨୧ତମ ‘ମନ କି ବାତ୍’; ପୀଡିତଙ୍କ ପରିବାରକୁ ନ୍ୟାୟ ମିଳିବ, ଦୋଷୀଙ୍କୁ କଠୋର ଦଣ୍ଡ ମିଳିବ: ମୋଦି
ନୂଆଦିଲ୍ଲୀ: ଆଜି ୧୨୧ତମ ‘ମନ କି ବାତ୍’ କାର୍ଯ୍ୟକ୍ରମରେ ଦେଶକୁ ସମ୍ଭୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପହଲଗାମ ଆତଙ୍କୀ ଆକ୍ରମଣକୁ ନେଇ ମୋଦି ତାଙ୍କର ଅଭିଭାଷଣ ଆତଙ୍କବାଦ ବିରୋଧରେ ଏକ ବାର୍ତ୍ତା ଦେଇ ଆରମ୍ଭ କରିଥିଲେ । ସେ କହିଛିନ୍ତି ଯେ, ଆଜି ମୁଁ ଆପଣଙ୍କ ସହ ମନର…