ଗଣିତଜ୍ଞ ପ୍ରଫେସର ହରେକୃଷ୍ଣ ପଣ୍ଡାଙ୍କ ୭୮ ବର୍ଷ ବୟସରେ ଦେହାନ୍ତ
ଭୁବନେଶ୍ୱର: ଗଣିତଜ୍ଞ ପ୍ରଫେସର ହରେକୃଷ୍ଣ ପଣ୍ଡା ୭୮ ବର୍ଷ ବୟସରେ ଭୁବନେଶ୍ୱରରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।ଏପ୍ରିଲ ୨୩ରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।
୧୯୪୬ ମସିହା ମେ ୧୨ରେ ବାଲେଶ୍ୱରର ବାହାନଗା ଅଞ୍ଚଳର ପଣ୍ଡାସୁଣିରେ ଜନ୍ମଗ୍ରହଣ…