Latest Odisha News

BREAKING NEWS

ଦୟା କରି ଆଉ ଆସନି; ଶ୍ରଦ୍ଧାଳୁଙ୍କୁ ଏଭଳି ଅନୁରୋଧ କଲେ ପ୍ରୟାଗରାଜବାସୀ

ପ୍ରୟାଗରାଜ: ମହାକୁମ୍ଭ ପାଇଁ କ୍ରମାଗତ ଭାବରେ ଭକ୍ତଙ୍କ ଭିଡ଼ ବୃଦ୍ଧି ପାଉଥିବା ବେଳେ ପ୍ରୟାଗରାଜ ବାସିନ୍ଦାଙ୍କ ଦୈନନ୍ଦିନ ଜୀବନ ବ୍ୟାହତ ହେଉଛି। ଏପରିକି ସହରକୁ ଶ୍ରଦ୍ଧାଳୁମାନେ ଆଉ ନଆସିବାକୁ ଅନୁରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା। ସୋସିଆଲ ମିଡିଆରେ ଜଣେ ସ୍ଥାନୀୟ ବାସିନ୍ଦା…

ଶିଖ୍ ବିରୋଧି ଦଙ୍ଗା ମାମଲା: ସଜ୍ଜନ କୁମାରଙ୍କୁ ଆଜୀବନ ଜେଲ୍

ନୂଆଦିଲ୍ଲୀ:ଶିଖ୍ ବିରୋଧୀ ଦଙ୍ଗା ଘଟଣାରେ ସଜ୍ଜନ କୁମାରଙ୍କୁ ଆଜୀବନ ଜେଲ୍ ଦଣ୍ଡ । ୧୯୮୪ ଶିଖ ବିରୋଧୀ ଦଙ୍ଗା ମାମଲାରେ ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡ ଘୋଷଣା କରିଛନ୍ତି ଦିଲ୍ଲୀ କୋର୍ଟ । ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ୧୯୮୪ ଶିଖ ବିରୋଧୀ ଦଙ୍ଗା,…

ସିଏଜି ରିପୋର୍ଟରେ ଦିଲ୍ଲୀ ମଦ ସ୍କାମ୍: ୨ ହଜାର କୋଟିରୁ ଅଧିକ ରାଜସ୍ବ କ୍ଷତି

ନୂଆଦିଲ୍ଲୀ: ହଟ୍ଟଗୋଳ, ବିରୋଧ ପରେ ବି ଦିଲ୍ଲୀ ବିଧାନସଭାରେ ଆଗତ ହେଲା ସିଏଜି ରିପୋର୍ଟ । ସିଏଜି ରିପୋର୍ଟ ଗୃହରେ ଉପସ୍ଥାପନା କରିଛନ୍ତି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । ଯାହା ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପୋଲ ଖୋଲିଛି । ପୂର୍ବ ସରକାର କେତେ କ’ଣ ରାଜସ୍ବ…

କେଉଁଠି ରୁହନ୍ତି ନରଭକ୍ଷୀ

ପୃଥିବୀର ପ୍ରାକୃତିକ ପରିବେଶକୁ ଦେଖିଲେ ଆମେ ଏକ ସୌନ୍ଦର୍ଯ୍ୟମୟ ଦୁନିଆରେ ବଂଚୁଥିବର ହୃଦୟଙ୍ଗମ ହୋଇଥାଏ । ତେବେ ଆମ ପୃଥବୀ ଯେତେ ସୌନ୍ଦର୍ଯ୍ୟମୟ ସେତିକି ବି ନିଷ୍ଠୁର । ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଆମର ଏହି ଧରାପୃଷ୍ଠରେ ନରଭକ୍ଷୀ ରହୁଛନ୍ତି । ବିଶ୍ୱାସ ନ ହେଲେ ବି ଏହା ସତ୍ୟ…

ଟ୍ରାଫିକ୍ ପୋଲିସଙ୍କ ଅନନ୍ୟ ପ୍ରୟାସ: ମାର୍କର ପେନ୍ ଦେଇ ପରୀକ୍ଷାର୍ଥୀଙ୍କୁ କଲେ ଉତ୍ସାହିତ

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ ମାଟ୍ରିକ୍ ପରୀକ୍ଷା ଚାଲିଛି । ଉଭୟ ସିବିଏସି ଏବଂ ବିଏସଇ ପିଲାମାନଙ୍କର ଦଶକ ବୋର୍ଡ ପରୀକ୍ଷା ଚାଲିଛି । ବୋର୍ଡ ପରୀକ୍ଷା ଜୀବନର ଏକ ଗୁରୁତ୍ବପୂଣ୍ଣ ପରୀକ୍ଷା ହୋଇଥିବା ବେଳେ ପ୍ରାୟତଃ ଏଥିପାଇଁ ପିଲାମାନେ ଚାପାଗ୍ରସ୍ତ ଥାଆନ୍ତି । ଏହି କାରଣୁ ଦେଶର…

‘ଲ୍ୟାଣ୍ଡ ଫର ଜବ’ ମାମଲାରେ ଲାଲୁଙ୍କ ପରିବାରକୁ ଝଟକା, ଜାରି ହେଲା ସମନ

ପାଟନା: ‘ଲ୍ୟାଣ୍ଡ ଫର ଜବ’ ଦୁର୍ନୀତି ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କ ପରିବାରକୁ ବଡ଼ ଝଟକା। ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଏବଂ ଅନ୍ୟ କିଛି ଲୋକଙ୍କୁ ସମନ ଜାରି କରିଛନ୍ତି। ଏହାର ଅର୍ଥ ହେଉଛି ସେମାନଙ୍କୁ କୋର୍ଟରେ ହାଜର ହେବାକୁ ପଡିବ। ଏହି…

ଦୀର୍ଘ ୩୭ ବର୍ଷ ପରେ ଗୋବିନ୍ଦାଙ୍କ ଠୁ ଅଲଗା ହେବେକି ସୁନିତା… 

ମୁମ୍ବାଇ: ଗୋବିନ୍ଦାଙ୍କ ଦାମ୍ପତ୍ୟ ଜୀବନରେ ସବୁକିଛି ଠିକ୍ ଚାଲୁନାହିଁ। ଗୋବିନ୍ଦା ପତ୍ନୀ ସୁନିତା ଆହୁଜାଙ୍କ ଠାରୁ ଛାଡପତ୍ରର ଅନ୍ତିମ ପର୍ଯ୍ୟାୟରେ ଥିବା ନେଇ ଚର୍ଚ୍ଚା ହେଉଛି। ଦୁହେଁ ସେମାନଙ୍କର ୩୭ ବର୍ଷର ବୈବାହିକ ଜୀବନକୁ ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅତୀତରେ ମଧ୍ଯ…

୪ ବର୍ଷରେ ମ୍ୟାଲେରିଆରେ ମରିଛନ୍ତି ୨୮ ରୋଗୀ: ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟ

ଭୁବନେଶ୍ୱର: ଚିନ୍ତା ବଢାଇଲା ମ୍ୟାଲେରିଆ। ରାଜ୍ୟରେ ମ୍ୟାଲେରିଆ ସ୍ଥିତି ଉଦବେଗଜନକ। ନିକଟରେ ପ୍ରକାଶିତ ଓଡିଶା ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁଯାୟୀ ୪ ବର୍ଷରେ ମ୍ୟାଲେରିଆରେ ମରିଛନ୍ତି ୨୮ ରୋଗୀ। ସେହିପରି ବର୍ଷକୁବର୍ଷ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ରିପୋର୍ଟ ଅନୁଯାୟୀ,…

ଜଲଦି କରନ୍ତୁ…ମାର୍ଚ୍ଚ ୩୧ ପରେ ଆଉ ଧାନ ନେବେନି ସରକାର

ଭୁବନେଶ୍ବର: ମାର୍ଚ୍ଚ ୩୧ ଧାନ କିଣା ପାଇଁ ଶେଷ ତାରିଖ । ମାର୍ଚ୍ଚ ୩୧ ପରେ ଆଉ ଧାନ ନେବେନାହିଁ ସରକାର । ଧାନ କିଣା ଡେଡଲାଇନ୍ ବତାଇ କିଛି ଏପରି ସୂଚନା ଦେଇଛନ୍ତି ଖାଦ୍ୟ ଏବଂ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି, ମାର୍ଚ୍ଚ ୩୧ ପରେ ମଣ୍ଡିରୁ ଆଉ ଧାନ କିଣା…

ତଥାପି ଚେତୁନି ମୋ ବସ୍, ପୁଣି ଘଟାଇଲା ଦୁର୍ଘଟଣା

ଭୁବନେଶ୍ୱର: ମରଣ ଯନ୍ତା ପାଲଟିଛି ମୋ ବସ୍ । ପ୍ରତିଦିନ ଗୋଟେ ପରେ ଗୋଟେ ଦୁର୍ଘଟଣା ଘଟାଉଛି ମୋ ବସ୍ । ଆଖି ବୁଜି ଗାଡି ଚଳାଉଛନ୍ତି ଡ୍ରାଇଭର । ଫଳରେ ଯାଉଛି ନିରିହ ଲୋକଙ୍କ ଜୀବନ। ଆଜି ପୁଣି ଦୁର୍ଘଟଣା ଘଟାଇଛି ମୋ ବସ୍ । ଭୁବନେଶ୍ଵର ମାଷ୍ଟରକ୍ୟାଣ୍ଟିନ ରେଳ ଷ୍ଟେସନ ନିକଟ ବସ୍‌ଷ୍ଟାଣ୍ଡରେ…