ମାଛଧରା ଜାଲରୁ ଅଜଗର ସାପକୁ ଉଦ୍ଧାର କଲେ ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ
ପୁରୀ: ପୁରୀ ଜିଲ୍ଲା ସାତଶଙ୍ଖ ବଜାର ନିକଟରେ ଯାଇଥିବା ରତ୍ନ ଚୀରା ନଦୀରୁ ଅଜଗର ସାପ ଉଦ୍ଧାର ହୋଇଛି । ଲୋକେ ବସେଇ ଥିବା ମାଛ ଜାଲରେ ଗତ ରାତିରୁ ଏକ ଅଜଗର ସାପ ଫସି ଯାଇଥିଲା । ସକାଳୁ ମାଛ ଜାଲରେ ଅଜଗର ପଡ଼ି ଥିବା ଦେଖି ଲୋକେ ଜାଲକୁ ଭିଡ଼ି କୂଳକୁ ଆଣିବା ପରେ ସ୍ନେକ୍ ହେଲ୍ପ ଲାଇନକୁ ଖବର…