Latest Odisha News

BREAKING NEWS

ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନ ଆର୍ମିର ବଡ଼ କ୍ଷତି, ଭାରତ ଦେଲା ରିପୋର୍ଟ

ନୂଆଦିଲ୍ଲୀ: ଭାରତୀୟ ସେନା ଏକ ବଡ଼ ଖବର ପ୍ରକାଶ କରିଛି। ‘ଅପରେସନ୍‌ ସିନ୍ଦୂର’ ସମୟରେ ପାକିସ୍ତାନୀ ସେନାର ୬୪ ଜଣ ଯବାନ ଓ ଅଧିକାରୀ ନିହତ ହୋଇଛନ୍ତି। ଏହି ପାକିସ୍ତାନୀ ଯବାନମାନେ ଜମ୍ମୁ-କଶ୍ମୀରରେ ମୁତୟନ ଥିବା ଭାରତୀୟ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ପ୍ରାଣ ହରାଇଛନ୍ତି। ଏହି…

ଗୋଟିଏ ବିଭାଗରେ +୨ ପଢ଼ିବା ପରେ ପୁଣି ଅନ୍ୟ ବିଭାଗରେ ଯୁକ୍ତ ଦୁଇ ପଢ଼ି ହେବ କି ?

ଭୁବନେଶ୍ୱର: ଜଣେ ପିଲା ଗୋଟିଏ ବିଭାଗ ଯେମିତିକି ବିଜ୍ଞାନ, ବାଣିଜ୍ୟ, କଳା ବା ଧନ୍ଦାମୂଳକରେ +୨ ପଢ଼ିବା ପରେ ପୁଣି ଅନ୍ୟ ବିଭାଗରେ ଯୁକ୍ତ ଦୁଇ ପଢ଼ି ପାରିବେ କି? ଏହାକୁ ନେଇ ଅନେକ ମନରେ ଦ୍ୱନ୍ଦ୍ୱ ରହିଛି। ଏମିତିକି ଉଚ୍ଚ ଶିକ୍ଷା ବିଭାଗର ଅନେକ ଅଧିକାରୀମାନେ ମଧ୍ୟ ଦ୍ୱନ୍ଦ୍ୱାତ୍ମକ ଉତ୍ତର…

ଅପରେସନ ସିନ୍ଦୂରକୁ ନେଇ ଭିକି ଓ ଅକ୍ଷୟ ମୁହାଁମୁହିଁ!

ନୂଆଦିଲ୍ଲୀ: ଗତ ଏପ୍ରିଲ ୨୨ରେ ଆତଙ୍କବାଦୀଙ୍କ ପହଲଗାମ ଆକ୍ରମଣ ପରେ ଭାରତ ପ୍ରତିଶୋଧ ନେବାକୁ ଯାଇ ଅପରେସନ ସିନ୍ଦୂର ଆରମ୍ଭ କରିଥିଲା। ଏହାପରେ ଏହି ଅପରେସନ ସିନ୍ଦୂରକୁ ନେଇ ଉତ୍ତମ ମାହେଶ୍ୱରୀ ଏକ ଫିଲ୍ମ ନିର୍ମାଣ କରିବାକୁ ମଧ୍ୟ ଘୋଷଣା କରିଥିଲେ। ଏଥିପାଇଁ ସେ କଡା ସମାଲୋଚନାର ଶିକାର ହୋଇ…

ମୃତ୍ୟୁ ପୂର୍ବରୁ ମନୁଷ୍ୟ ମନରେ ଶେଷ ଚିନ୍ତା କ’ଣ ଆସେ? ରିସର୍ଚ୍ଚରୁ ବଡ଼ ଖୁଲାସା

ଭୁବନେଶ୍ୱର: ମୃତ୍ୟୁ, ଏକ ରହସ୍ୟମୟ ଏବଂ ଚିରନ୍ତନ ସତ୍ୟ, ଯାହା ମନୁଷ୍ୟ ମନକୁ ସବୁବେଳେ ଆନ୍ଦୋଳିତ କରିଥାଏ। ମୃତ୍ୟୁର ଶେଷ ମୁହୂର୍ତ୍ତରେ ମନୁଷ୍ୟର ମନରେ କେଉଁ ଚିନ୍ତା ଆସେ? ଏହି ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ବିଜ୍ଞାନୀ, ମନୋବିଜ୍ଞାନୀ ଏବଂ ସ୍ନାୟୁବିଜ୍ଞାନୀମାନେ ବର୍ଷ ବର୍ଷ ଧରି ଗବେଷଣା…

କଟକରେ ଦୁଷ୍କର୍ମ ପୀଡିତାଙ୍କୁ ଠକେଇ ଅଭିଯୋଗ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ୨ ଗିରଫ

କଟକ: କଟକ ଜିଲ୍ଲାରେ ଜଣେ ଦୁଷ୍କର୍ମ ପୀଡିତାଙ୍କୁ କ୍ଷତିପୂରଣ କରିଦେବାକୁ ଯାଇ ୧ ଲକ୍ଷରୁ ଉର୍ଦ୍ଧ୍ବ ଠକିଥିବା ଅଭିଯୋଗ ହୋଇଛି । ଏଥିରେ ସଂପୃକ୍ତି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଦୁଇ ଜଣ କର୍ମଚାରୀଙ୍କୁ ଗିରଫ କରାଯାଇଛି। ଗିରଫମାନଙ୍କ ମଧ୍ୟରୁ ଜଣେ ନରସିଂହପୁର ଅଞ୍ଚଳର…

ବଲୁଚିସ୍ତାନକୁ ଭାରତ ଏକ ଦେଶ ଭାବେ ମାନ୍ୟତା ଦେଇ ପାରିବ କି ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ: କିଛି ଦିନ ତଳେ ବଲୁଚିସ୍ତାନରେ ସେଠାକାର ସ୍ୱାଧୀନତା ସଂଗ୍ରାମୀ ନେତାମାନେ ସ୍ୱାଧୀନତା ଘୋଷଣା କରିଛନ୍ତି। ଏହା ସହିତ ସେମାନେ ବଲୁଚିସ୍ତାନକୁ ଏକ ଦେଶ ଭାବେ ମାନ୍ୟତା ଦେବା ପାଇଁ ଅନ୍ୟ ଦେଶମାନଙ୍କୁ ଅନୁରୋଧ କରୁଛନ୍ତି। ବଲୁଚିସ୍ତାନର ନେତାମାନେ ଭାରତ ଓ ଜାତିସଂଘକୁ ସେମାନଙ୍କୁ…

କୋହଲି କ୍ରିକେଟଠାରୁ ଦୂରକୁ ଚାଲିଯିବେ

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଗତ ବର୍ଷ ସେ ଆନ୍ତର୍ଜାତୀୟ ଟି୨୦ରୁ ଅବସର ନେଇଥିଲେ । ଏବେ ସେ ଦିନିକିଆ କ୍ରିକେଟ ଖେଳିବା ଜାରି ରଖିବେ । ଇତି ମଧ୍ୟରେ ଟିମ ଇଣ୍ଡିଆର ପୂର୍ବତନ କୋଚ ରବି ଶାସ୍ତ୍ରୀ ଏକ ଚିନ୍ତାଜନକ ବୟାନ…

ପୁଣି ଫେରିଲା କରୋନା ! ଆଜି ଏତେ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ପୁଣି ଫେରିଲା କରୋନା। ସିଙ୍ଗାପୁର ଓ ହଂକଂରେ ହଠାର୍ କୋଭିଡ-୧୯ ମାମଲାରେ ବଢ଼ିବାରେ ଲାଗିଛି। ଗତ କିଛି ସପ୍ତାହ ମଧ୍ୟରେ ଏହି ଦୁଇ ଦେଶରେ କରୋନା ସଂକ୍ରମଣର ମାମଲା ବୃଦ୍ଧି ପାଇଛି। ତେବେ ବଡ଼ କଥା ହେଉଛି ଯେ ଏହି ମାମଲାଗୁଡ଼ିକ ସେତେ ମାତ୍ରାରେ ବ୍ୟାପି ନାହିଁ। ଏହା ଜଣଙ୍କଠାରୁ…

ବାଂଲାଦେଶ ଗସ୍ତରେ ରାହୁଲ ଯିବା ଏକପ୍ରକାର ନିଶ୍ଚିତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର କେଏଲ ରାହୁଲ ଏବେ ପ୍ରଦର୍ଶନ ମାଧ୍ୟମରେ ସମସ୍ତଙ୍କୁ ପ୍ରଭାବିତ କରିପାରିଛନ୍ତି । ଚଳିତ ଆଇପିଏଲରେ ସେ ଜବରଦସ୍ତ ଫର୍ମରେ ଥିବା ସହ ବିସ୍ଫୋରକ ବ୍ୟାଟିଂ ଜାରି ରଖିଛନ୍ତି । ରିପୋର୍ଟ ମୁତାବକ ବାଂଲାଦେଶ ବିପକ୍ଷ ଟି୨୦ ସିରିଜରେ ରାହୁଲ ଟିମ ଇଣ୍ଡିଆ ପକ୍ଷରୁ ସ୍ଥାନ…

ରାଜ୍ୟରେ ବାଂଲାଦେଶୀଙ୍କୁ ଚିହ୍ନଟ ପାଇଁ ଏସଟିଏଫକୁ ଦାୟିତ୍ଵ

ଭୁବନେଶ୍ୱର: ବାଂଲାଦେଶୀ ପ୍ରବାସୀମାନଙ୍କ ଉପରେ ଦେଶବ୍ୟାପୀ କାର୍ଯ୍ୟାନୁଷ୍ଠାନ ମଧ୍ୟରେ ଓଡ଼ିଶା ସରକାର ସୋମବାର ଦିନ ରାଜ୍ୟରେ ଏପରି ଅଣ ନାଗରିକଙ୍କୁ ଚିହ୍ନଟ  ପାଇଁ ପଦକ୍ଷେପ ନେଇଛନ୍ତି। ଡିଆଇଜି ପିନାକ ମିଶ୍ରଙ୍କ ତତ୍ତ୍ୱାବଧାନରେ ଓଡ଼ିଶା କ୍ରାଇମ୍ ବ୍ରାଞ୍ଚର ଏକ ସ୍ପେଶାଲ୍ ଟାକ୍ସ ଫୋର୍ସ…