Latest Odisha News

BREAKING NEWS

ପ୍ରଶାସନରେ ଏ .ଆଇ.ର ଉପଯୋଗ ସମ୍ବନ୍ଧିତ କର୍ମଶାଳା ଅନୁଷ୍ଠିତ

ଭୁବନେଶ୍ୱର : ରାଜ୍ୟର ସରକାରୀ ଅଫିସରମାନଙ୍କୁ ‘କୁତ୍ରିମ ବୁଦ୍ଧିମତା (ଏ.ଆଇ.)’ ର ପ୍ରୟୋଗ ଉପରେ ବ୍ୟବହାରିକ ତାଲିମ ନିମନ୍ତେ ବୁଧବାର ଦିନ ଲୋକସେବା ଭବନ ସ୍ଥିତ ରାଜ୍ୟ କନଭେନସନ୍ ସେଣ୍ଟରରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ଓ୍ୱାଧ୍‍ଓ୍ୱାନି ଫାଉଣ୍ଡେସନ ର ମିଳିତ…

ଭାରତୀୟ ଛାତ୍ରଙ୍କୁ ଦେଶାନ୍ତର କରାଯିବ ନାହିଁ; ରୋକ୍ ଲଗାଇଲେ କୋର୍ଟ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ  ଶାସନକୁ ଆସିବା ପରେ କ୍ରମାଗତ ଭାବରେ ବିଦେଶୀ ଛାତ୍ରଙ୍କ ଭିସା ବାତିଲ କରି ଦିଆଯାଉଛି। ଏହି ସମୟର ଜଣେ ୨୧ ବର୍ଷୀୟ ଭାରତୀୟ ଛାତ୍ରଙ୍କୁ ଦେଶାନ୍ତର କରାଯାଉଥିବା ବେଳେ ଏହାକୁ ବର୍ତ୍ତମାନ ସ୍ଥଗିତ ରଖାଯାଇଛି। ମାଡିସନ୍ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା…

ଭାରତ ଗସ୍ତରେ ଆସିବେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ

ନୂଆଦିଲ୍ଲୀ: ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ଆସନ୍ତା ଏପ୍ରିଲ ୧୮ରୁ ୨୪ ତାରିଖ ମଧ୍ୟରେ ସପରିବାର ଇଟାଲୀ ଏବଂ ଭାରତ ଗସ୍ତ କରିବେ। ଏହା ମଧ୍ୟରେ ସେ ଉଭୟ ଦେଶର ନେତାମାନଙ୍କ ସହ ସାଧାରଣ ଅର୍ଥନୈତିକ ଏବଂ ରାଜନୈତିକ ଚର୍ଚ୍ଚା କରିବେ ବୋଲି ଜଣାପଡିଛି। ଆମେରିକାର ଉପରାଷ୍ଟ୍ରପତି ଭାରତ…

ଦେଶରେ ଲକ୍ଷପତି ଦିଦି ସୃଷ୍ଟି କରିବାରେ ଓଡ଼ିଶା ପ୍ରଥମ

ଭୁବନେଶ୍ୱର: “ଲକ୍ଷପତି ଦିଦି” ଯୋଜନାରେ ଲକ୍ଷପତି ଦିଦି ସୃଷ୍ଟି କରିବାରେ ଦେଶରେ ପ୍ରଥମ ସ୍ଥାନରେ ରହିଛି ଓଡ଼ିଶା । କେନ୍ଦ୍ର ସରକାରଙ୍କ ପ୍ରଚଳିତ ଗ୍ରାମୀଣ ମହିଳାମାନଙ୍କୁ ସ୍ଥାୟୀ ଜୀବିକା ଯୋଗାଇ ଦେଇ ବାର୍ଷିକ ୧ ଲକ୍ଷ କିମ୍ବା ଅଧିକ ରୋଜଗାର କରିବାକୁ ସଶକ୍ତ କରୁଛି ଲକ୍ଷପତି ଦିଦି ଯୋଜନା…

ମଣିଷକୁ ସତରେ ଲାଗେ ଭୂତ? ବିଜ୍ଞାନ କଣ କୁହେ

ଭୁବନେଶ୍ୱର,: ଭୂତ, ପ୍ରେତ ଓ ଅଲୌକିକ ଶକ୍ତି ବିଷୟରେ ଚର୍ଚ୍ଚା ଓଡ଼ିଶାରେ ଗାଁ ଗହଳିରୁ ଆରମ୍ଭ କରି ସହରୀ ଘରେ ଘରେ ଶୁଣିବାକୁ ମିଳେ। ଅନେକେ ଦାବି କରନ୍ତି ଯେ ସେମାନଙ୍କୁ ଭୂତ ଲାଗିଛି କିମ୍ବା ଅଲୌକିକ ଅନୁଭବ ହୋଇଛି। କିନ୍ତୁ ଏହା କ’ଣ ସତରେ ସତ୍ୟ, ନା ମାନସିକ ଓ ସାଂସ୍କୃତିକ ବିଶ୍ୱାସର…

AI ସାହାଯ୍ୟରେ ବିଶ୍ୱର ପ୍ରଥମ ଶିଶୁ ହେଲା ଜନ୍ମ

ନୂଆଦିଲ୍ଲୀ:ଆଜିର ସମୟରେ ଏଆଇ(AI) ର ବ୍ୟବହାର ବହୁତ ବୃଦ୍ଧି ପାଉଛି, ଲୋକମାନେ ଏହାକୁ ପଢ଼ିବା, ଲେଖିବା, ଡାଟା ତିଆରି କରିବା ଭଳି କାମ ପାଇଁ ବ୍ୟବହାର କରୁଥିଲେ, କିନ୍ତୁ ଏବେ ଏଆଇକୁ ପିଲା ଜନ୍ମ କରିବା ପାଇଁ ମଧ୍ୟ ବ୍ୟବହାର କରାଯାଉଛି। ଜାଣିଲେ ଆଶ୍ଚର୍ଯ୍ୟ ହେବେ, କିନ୍ତୁ ଏହା…

ଯାତ୍ରା ମାଲିକଙ୍କୁ କାହିଁକି ‘ବାବୁ’ ଡାକନ୍ତି କଳାକାର, ଏହା ପଛରେ ରହିଛି ଅନେକ କାରଣ

ଭୁବନେଶ୍ୱର: ଓଡ଼ିଶାର ଲୋକପ୍ରିୟ ନାଟ୍ୟକଳା ‘ଯାତ୍ରା’ ଏକ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ। ଏହି କଳାରେ ମାଲିକ ଓ କଳାକାରଙ୍କ ମଧ୍ୟରେ ଏକ ବିଶେଷ ସମ୍ପର୍କ ରହିଛି, ଯାହା ଅନେକ ସମୟରେ ସାମାଜିକ ଓ ପାରମ୍ପରିକ ରୀତିରେ ରଙ୍ଗୀନ ହୋଇଥାଏ। ଯାତ୍ରା ଜଗତରେ ଏକ ଚର୍ଚ୍ଚିତ ପ୍ରଶ୍ନ ହେଉଛି—ଯାତ୍ରା…

୨୦୨୮ ଅଲିମ୍ପିକ୍ସ: କ୍ରିକେଟ ପାଇଁ ଠିକ କରାଗଲା ଭେନ୍ୟୁ

ନୂଆଦିଲ୍ଲୀ: ଲସ ଆଞ୍ଜେଲ୍ସରେ ଖେଳାଯିବାକୁ ଥିବା ୨୦୨୮ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯାଇଛି । ଟି୨୦ ଫର୍ମାଟରେ ମ୍ୟାଚଗୁଡିକ ଖେଳାଯିବ । ବୁଧବାର ଆୟୋଜକ କମିଟି ଦକ୍ଷିଣ କାଲିଫୋର୍ଣ୍ଣିଆର ପୋମୋନା ଗ୍ରାଉଣ୍ଡରେ କ୍ରିକେଟ ମ୍ୟାଚଗୁଡିକ ଆୟୋଜିତ ହେବ ବୋଲି ଘୋଷଣା କରାଯାଇଛି । ପୁରୁଷ…

କଂଗ୍ରେସ ଭବନରେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ମିଶ୍ରଣ ପର୍ବ

ଭୁବନେଶ୍ବର: ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ସଭ୍ୟ, ନାଏବ ସରପଞ୍ଚ, ପୂର୍ବତନ ସରପଞ୍ଚ ପ୍ରମୁଖ ବହୁ ନେତୃବୃନ୍ଦ…

ପାକିସ୍ତାନରେ ପ୍ରଚଳିତ କିଛି ଅଦ୍ଭୁତ ଆଇନ: ଜାଣିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ : ପ୍ରତ୍ୟେକ ଦେଶରେ କିଛି ନା କିଛି ଏପରି ଆଇନ ରହିଛି, ଯାହା ଅନ୍ୟ ଦେଶବାସୀଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ଆମ ପଡ଼ୋଶୀ ଦେଶ ପାକିସ୍ତାନରେ ମଧ୍ୟ ଏପରି ଅନେକ ଅଦ୍ଭୁତ ଆଇନ ରହିଛି, ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଏହି ଆଇନଗୁଡ଼ିକ ଦେଶର ସାଂସ୍କୃତିକ ଓ ଧାର୍ମିକ…