ଏହି ୩୫ ମେଡିସିନ୍ ବ୍ୟାନ କଲେ ସରକାର, ଏବେ ଆହୁରି ବଢ଼ିବ ଓଷଧର ଦାମ !
ଭୁବନେଶ୍ୱର: କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (CDSCO) ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ୩୫ଟି ଅସ୍ବୀକୃତ ନିଶ୍ଚିତ ଡୋଜ୍ ମିଶ୍ରଣ ଔଷଧ (FDC)ର ଉତ୍ପାଦନ, ବିକ୍ରୟ ଓ ବଣ୍ଟନ ଉପରେ ତୁରନ୍ତ କଟକଣା ଲଗାଇଛି। ଏହି ଔଷଧଗୁଡ଼ିକ ମଧ୍ୟରେ ରହିଛି ପେନ୍ କିଲର, ନ୍ୟୁଟ୍ରିସନ୍…