Latest Odisha News

BREAKING NEWS

ଓଡିଶାର ୨ଟି ରେଳ ପ୍ରକଳ୍ପକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ, ବିନିଯୋଗ ହେବ ୫,୧୦୪ କୋଟି ଟଙ୍କା

ଭୁବନେଶ୍ୱର: ଓଡ଼ିଶାରେ ଦୁଇଟି ପ୍ରକଳ୍ପ ସହ ଭାରତୀୟ ରେଳବାଇରେ ଚାରୋଟି ମଲ୍ଟିଟ୍ରାକିଙ୍ଗ ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି ମିଳିଛି । କେନ୍ଦ୍ର ସରକାରଙ୍କ ଅର୍ଥନୈତିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ୍ କମିଟି (CCEA) ଆଜି ସାରା ଦେଶରେ ୪ଟି ରେଳ ପ୍ରକଳ୍ପ ମଞ୍ଜୁର କରିଥିବା…

ମମତା ସରକାରଙ୍କୁ କଲିକତା ହାଇକୋର୍ଟରୁ ବଡ଼ ଝଟକା

କୋଲକାତା: ଶୁକ୍ରବାର କଲିକତା ହାଇକୋର୍ଟରୁ ମମତା ସରକାରଙ୍କୁ ଝଟକା ଲାଗିଛି । କୋର୍ଟ ଏପ୍ରିଲ ୬ରେ ହାୱଡାରେ ପ୍ରସ୍ତାବିତ ରାସ୍ତାରେ ରାମ ନବମୀ ରାଲି କରିବାକୁ ହିନ୍ଦୁ ସଂଗଠନ ଅଞ୍ଜନୀ ପୁତ୍ର ସେନାକୁ ଅନୁମତି ଦେଇଛନ୍ତି । ଏହି ରାଲି ନେଇ କୋର୍ଟ ହିନ୍ଦୁ ସଂଗଠନ ଉପରେ କିଛି ସର୍ତ୍ତ ମଧ୍ୟ…

ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ, ଲାଞ୍ଚ ନେବା ବେଳେ ମାଡିବସିଲା ଟିମ୍

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବ୍ଲକ କନିଷ୍ଠ ଯନ୍ତ୍ରୀ । ଧରାପଡିବା ଭୟରେ ମଧ୍ୟସ୍ଥି ଜରିଆରେ ନେଉଥିଲେ ଲାଞ୍ଚ । କିନ୍ତୁ ତଥାପି ବର୍ତ୍ତିପାରିନଥିଲେ ସରକାରୀ ବାବୁ । ଶେଷରେ ଭିଜିଲାନ୍ସ ହାତରେ ଧରାପଡିଗଲେ ଉଭୟ । ବାଲିଅନ୍ତା ବ୍ଲକ୍ କନିଷ୍ଠ ଯନ୍ତ୍ରୀ ସଂଘମିତ୍ର ପଟ୍ଟନାୟକ ଏବଂ ମଧ୍ୟସ୍ତି…

ଭାରତୀୟ ରେଳବାଇର ୪ଟି ମଲ୍ଟିଟ୍ରାକିଂ ପ୍ରକଳ୍ପକୁ କ୍ୟାବିନେଟ ମଞ୍ଜୁରି

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ରେଳ ମନ୍ତ୍ରଣାଳୟର ୪ଟି ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରିଛନ୍ତି । ଯାହାର ମୋଟ ମୂଲ୍ୟ ପ୍ରାୟ ୧୮,୬୫୮ କୋଟି ଟଙ୍କା । ମହାରାଷ୍ଟ୍ର, ଓଡ଼ିଶା ଏବଂ ଛତିଶଗଡ଼ ଭଳି ୩ଟି…

ଏପ୍ରିଲ ୧୧ରେ ଶୁଭାରମ୍ଭ ହେବ ଆୟୁଷ୍ମାନ୍ କାର୍ଡ, ଜାଣନ୍ତୁ କେମିତି କରିବେ ଆବେଦନ

ଭୁବନେଶ୍ଵର: ଲୋକଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ ତଥା ସାହାଯ୍ୟ କରିବା ପାଇଁ ସରକାର ବିଭିନ୍ନ ପ୍ରକାରର ଯୋଜନା ଜାରି କରିଛନ୍ତି। ଏହି ଯୋଜନାଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ଆୟୁଷ୍ମାନ ଭାରତ ଯୋଜନା, ଯାହାର ଲାଭ ଲକ୍ଷ ଲକ୍ଷ ଭାରତୀୟଙ୍କ ପାଖରେ ପହଞ୍ଚୁଛି। ଏହି ସରକାରୀ ସ୍ବାସ୍ଥ୍ୟ ବୀମା ଯୋଜନା…

ଫିଫା ପୁରୁଷ ଫୁଟବଲ ମାନ୍ୟତାରେ ଖସିଲା ଭାରତ, ଉଠିଲା ବାଂଲା

ନୂଆଦିଲ୍ଲୀ: ଗୁରୁବାର ବିଶ୍ୱ ଫୁଟବଲ୍ ପରିଚାଳନା ସଂସ୍ଥା ଫିଫା ଦ୍ୱାରା ପ୍ରକାଶିତ ସଦ୍ୟ ପୁରୁଷ ଫୁଟବଲ ଦଳ ମାନ୍ୟତାରେ ଭାରତ ଗୋଟିଏ ସ୍ଥାନ ତଳକୁ ଖସି ୧୨୭ତମ ସ୍ଥାନରେ ପହଞ୍ଚିଛି। ଏଏଫସି ଏସିଆନ କପ୍ ୨୦୨୭ କ୍ୱାଲିଫାୟର୍ସର ପ୍ରଥମ ମ୍ୟାଚରେ ଭାରତ -ବାଂଲାଦେଶ ମଧ୍ୟରେ ମ୍ୟାଚ ଗୋଲଶୂନ୍ୟ ଡ୍ର…

୧୩-୧୭ ବର୍ଷର କିଶୋରଙ୍କ ପାଇଁ ସ୍ୱତନ୍ତ୍ର ସେବା ଆରମ୍ଭ କଲା ଉବର

ନୂଆଦିଲ୍ଲୀ: ଦେଶରେ ବର୍ଦ୍ଧିତ ଯାତ୍ରା ଏବଂ ମାତା ପିତାଙ୍କ ସୁରକ୍ଷା ଚିନ୍ତାକୁ ଦୃଷ୍ଟିରେ ରଖି, ଉବର ୧୩ ରୁ ୧୭ ବର୍ଷ ବୟସର ପିଲାମାନଙ୍କ ପାଇଁ 'ଉବର ଫର୍ ଟିନ୍ସ' ସେବା ଆରମ୍ଭ କରିଛି । ଏହି ସେବା ପିଲାମାନଙ୍କୁ ସହଜରେ ଯାତ୍ରା କରିବାର ସ୍ୱାଧୀନତା ପ୍ରଦାନ କରେ ଏବଂ ପିତାମାତାଙ୍କୁ…

ବିଦେଶ ମାଟିରେ ଦେଶୀ ଖାଦ୍ୟର ଚାହିଦା, ଦୁବାଇ ଗଲା ଓଡିଶାର ସଜନା ଛୁଇଁ ଓ ପୋଟଳ

ଭୁବନେଶ୍ଵର: ବିଦେଶରେ ଓଡିଆ ଖାଦ୍ୟର ଚାହିଦା । କଳାହାଣ୍ଡିର ଆମ୍ବ, ଭେଣ୍ଡି, ଢେଙ୍କାନାଳର ସୁଆଦିଆ ଆମ୍ବ ଆଦି ଦୁବାଇ ଯିବା ପରେ ଏବେ ପୁଣି ଓଡ଼ିଆଙ୍କର ଅତିପ୍ରିୟ ସଜନା ଛୁଇଁ ଓ ପୋଟଳ ବିଦେଶକୁ ରପ୍ତାନୀ ହେଉଛି । ଏନେଇ ସୂଚନା ଦେଇଛନ୍ତି କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢୀ । ଯାହାକୁ…

ଯାତ୍ରା ସାମ୍ରାଜ୍ୟରୁ ବ୍ୟାନ୍ ହେଲେ ନରି ପଣ୍ଡା

ଭୁବନେଶ୍ବର: ଆଉ ଯାତ୍ରା ମଞ୍ଚରେ ଶୁଭିବନି ହାସ୍ୟ ଅଭିନେତା ନରି ପଣ୍ଡାଙ୍କ କମେଡି । ପୂରା ଯାତ୍ରା ସାମ୍ରାଜ୍ୟରୁ ହେଲେ ବ୍ୟାନ୍ । ହାସ୍ୟାଭିନେତା ନରିଙ୍କୁ ବୟକଟ କରିଛି ଯାତ୍ରା ମାଲିକ ସଂଘ । ତୁଳସୀ ଗଣନାଟ୍ୟ ମାଲିକ ନରି ପଣ୍ଡାଙ୍କୁ ମାଡ଼ ମରା ଘଟଣାରେ ଯାତ୍ରା ମାଲିକ ସଂଘ କିଛି ଏଭଳି…

ଓ୍ବାକଫ୍ ବିଲ୍ ନେଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବ କଂଗ୍ରେସ

ନୂଆଦିଲ୍ଲ: ଉଭୟ ଗୃହରେ ପାରିତ ହୋଇଛି ବିବାଦୀୟ ଓ୍ବାକଫ୍ ବିଲ୍ । ଏବେ ଖାଲି ରାଷ୍ଟ୍ରପତିଙ୍କ ମୋହରକୁ ଅପେକ୍ଷା, ପୂର୍ଣ୍ଣାଙ୍ଗ ଆଇନରେ ପରିଣତ ହେବ ଓ୍ବାକଫ୍ ସଂଶୋଧିତ ବିଲ୍ ୨୦୨୫ । ହେଲେ ଏବେ ବି ହାର୍ ମାନି ନାହାନ୍ତି ବିରୋଧୀ । ଖୁବଶୀଘ୍ର ଓ୍ବାକଫ୍ ବିଲ୍ ନେଇ ସୁପ୍ରିମକୋର୍ଟରେ…