Latest Odisha News

BREAKING NEWS

ଏଇ ଖରା ଛୁଟିରେ କମ୍ ବଜେଟରେ ବୁଲି ଯାଆନ୍ତୁ ଏହି ସମସ୍ତ ସ୍ଥାନ…

ଭୁବନେଶ୍ଵର: ମୁଣ୍ଡ ଉପରେ ଟାଇଁ ଟାଇଁ ଖରା । ଦିନକୁ ଦିନ ତାତି ବି ବଢୁଛି । ଅସହ୍ୟ ଉତ୍ତପ୍ତରେ ବ୍ୟତିବ୍ୟସ୍ତ ଶରୀର । ଆଉ ଏହି ଗ୍ରୀଷ୍ମ ଋତୁର ଅସହ୍ୟ ଯନ୍ତ୍ରଣାରୁ ମୁକ୍ତି ପାଇଁ ସମସ୍ତଙ୍କ ମନ । ଏଥିପାଇଁ ଖାଦ୍ୟପେୟ, ପୋଷାକ ସହ ନିତିଦିନିଆ ଜୀବନ ଶୈଳୀରେ ପରିବର୍ତ୍ତନ ସହ ଶୀତଳ ପରିବେଶରେ…

ଆୟୁଷ୍ମାନ ଯୋଜନାରେ ଦୁର୍ନୀତି ମାମଲାରେ ଆକ୍ସନ: ବିଭିନ୍ନ ରାଜ୍ୟର ୨୧ଟି ସ୍ଥାନରେ ଇଡ଼ିର ଚଢାଉ

ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଯୋଜନାରେ ହୋଇଥିବା ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଶୁକ୍ରବାର ଝାଡ଼ଖଣ୍ଡ, ଦିଲ୍ଲୀ ଏବଂ ପଶ୍ଚିମବଙ୍ଗର ୨୧ଟି ସ୍ଥାନରେ ଚଢାଉ କରିଛି। ଏହି ଚଢାଉରେ ଝାଡ଼ଖଣ୍ଡର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ବନ୍ନା ଗୁପ୍ତାଙ୍କ…

ଓ୍ବକଫ ସମର୍ଥନ…ଫସିଯିବେ ନୀତିଶ !

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଜେଡିୟୁରେ ‘ଓ୍ବକଫ ଝଡ଼’ । ବିଲକୁ ସମର୍ଥନ କରିବା ପରେ ଦଳ ଛାଡିଲେ ନେତା । ବିଜେପି ସ୍ବର ମିଳାଇ ଫସିଯିବେ କି ନୀତିଶ କୁମାର ? ବିହାର ବିଧାନସଭା ନିର୍ବାଚନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଥିବା ବେଳେ ସଂସଦରେ ଓ୍ବକଫ ବିଲକୁ ସମର୍ଥନ କରିଛି…

ଏୟାରଟେଲ୍, ଜିଓ ଏବଂ ଭିଆଇ: ଏମାନଙ୍କ ମଧ୍ୟରୁ ଆପଣଙ୍କ ଅଞ୍ଚଳରେ କିଏ ଦିଏ ଭଲ ସେବା, ଜାଣିବେ କିପରି…

ନୂଆଦିଲ୍ଲୀ: ଏୟାରଟେଲ୍, ରିଲାଏନ୍ସ ଜିଓ ଏବଂ ଭୋଡାଫୋନ୍ ଆଇଡିଆ ଦେଶର ପ୍ରମୁଖ ଟେଲିକମ୍ କମ୍ପାନୀ, ଯେଉଁମାନେ ପ୍ରାୟ ସମୟରେ ସେମାନଙ୍କର ଉପଭୋକ୍ତାଙ୍କ ପାଇଁ ନୂଆ ନୂଆ ଯୋଜନା ଆଣିଥାନ୍ତି । କିନ୍ତୁ ସବୁ ସ୍ଥାନରେ ଏହି ଟେଲିକମ୍ କମ୍ପନୀର ନେଟୱର୍କ ସହଜରେ ଉପଲବ୍ଧ ନଥାଏ । କେଉଁଠି ଜିଓ…

କାହିଁକି ବିଜେପି ଚାହୁଁଛି ସୋନିଆ ଗାନ୍ଧୀଙ୍କ କ୍ଷମା ପ୍ରାର୍ଥନା?: ବାଚସ୍ପତି ବି କହିଲେ, ‘ଦୁର୍ଭାଗ୍ୟଜନକ’

ନୂଆଦିଲ୍ଲୀ: କ୍ଷମା ପ୍ରାର୍ଥନା କରନ୍ତୁ ସୋନିଆ ଗାନ୍ଧୀ । ୱାକଫ ବିଲ୍ ଉପରେ ଦେଇଥିବା ମନ୍ତବ୍ୟ ପାଇଁ ସୋନିଆ ଗାନ୍ଧୀଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଛନ୍ତି ବିଜେପି । ଗତ ଗୁରୁବାର ବିଳମ୍ବିତ ରାତିରେ ଲୋକସଭା ୱାକଫ ସଂଶୋଧନ ବିଲ୍ ପାସ୍ ହେବାକୁ ନେଇ ବିରୋଧୀ ଏବଂ ଶାସକ…

କନ୍ନଡ ଅଭିନେତ୍ରୀଙ୍କ ସୁନା ଚୋରା ଚାଲାଣ ମାମଲା, ଛାଡ଼ପତ୍ର ଆବେଦନ କଲେ ରାନ୍ୟାଙ୍କ ସ୍ୱାମୀ

ବେଙ୍ଗାଲୁରୁ: କନ୍ନଡ ଅଭିନେତ୍ରୀ ରାନ୍ୟା ରାଓ ଏକ ହାଇପ୍ରୋଫାଇଲ୍ ସୁନା ଚୋରା ଚାଲାଣ ମାମଲାରେ ଗିରଫ ହେବା ପରେ ଏବେ ବି ଚର୍ଚ୍ଚାରେ ଅଛନ୍ତି। ଏହି ବିବାଦ ମଧ୍ୟରେ, ତାଙ୍କ ସ୍ୱାମୀ ଜତିନ ହୁକ୍କେରୀ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଜତିନ ନିଜର ଦୁଃଖ ପ୍ରକାଶ…

ଚୋରା ଖଣି ଉପରେ ପ୍ରଶାସନର ଚଢାଉ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ଥିବା ଓଡିଶାର ସବୁଠୁ ବଡ ଖଣି ଉପରେ ଚଢ଼ାଉ ଆରମ୍ଭ କରିଛି ପ୍ରଶାସନ । ଖଣି ଚୋରି ସଂପର୍କରେ ସୂଚନା ପାଇବା ପରେ ପ୍ରଶାସନ, ପୋଲିସ ଓ ବନବିଭାଗ ପକ୍ଷରୁ ଚଢ଼ାଉ ଆରମ୍ଭ ହୋଇଛି । ହେମଗିରି ବ୍ଲକ କୁଲାପଡ଼ାରେ ଏହି ଚଢ଼ାଉ ଚାଲିଛି । ଏହି ଚଢାଉରେ ସୁନ୍ଦରଗଡ଼…

ଆସନ୍ତାକାଲି ମହାପ୍ରଭୁ ଲିଙ୍ଗରାଜଙ୍କ ଅଶୋକାଷ୍ଟମୀ, ଟ୍ରାଫିକ୍ କଟକଣା ଜାରି କଲେ ପୋଲିସ କମିଶନର

ଭୁବନେଶ୍ଵର: ଆସନ୍ତାକାଲି  ଅନୁଷ୍ଠିତ ହେବ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ରଥଯାତ୍ରା । ରଥଯାତ୍ରା ପରେ ଆସନ୍ତା ୦୯ ତାରିଖରେ ହେବ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ବାହୁଡ଼ା ଯାତ୍ରା। ଏହାକୁ ଦୃଷ୍ଟିରେ ରଖି ପୋଲିସ କମିଶନରେଟ ପକ୍ଷରୁ ସର୍ବସାଧାରଣଙ୍କ ଲାଗି ଟ୍ରାଫିକ୍ କଟକଣା ଲାଗୁ…

ଲଞ୍ଚ ହେଲା ସାଓମୀର ସବୁଠାରୁ ଶସ୍ତା ଫୋନ୍, ଏହି ଦିନରୁ ହେବ ବିକ୍ରୟ

ନୂଆଦିଲ୍ଲୀ: ସାଓମୀ ଆଜି ଭାରତୀୟ ବଜାରରେ POCO C71 ଲଞ୍ଚ କରିଛି। ଏହି ସ୍ମାର୍ଟଫୋନର ମୂଲ୍ୟ ୭,୦୦୦ ଟଙ୍କାରୁ କମ୍। ଏହାକୁ ଲୋକଙ୍କ ପାଇଁ ଏକ ବଜେଟ୍-ଅନୁକୂଳ ମୋବାଇଲ୍ ଫୋନ୍ କୁହାଯାଇପାରେ। ଆସନ୍ତୁ ଜାଣିବା ଏହି ସାଓମୀ ସ୍ମାର୍ଟଫୋନର ମୂଲ୍ୟ ଏବଂ ବୈଶିଷ୍ଟ୍ୟଗୁଡ଼ିକ ବିଷୟରେ। POCO C71 ର…

ଆଇଫୋନ ଠାରୁ ସୁନା… ଭାରତ ତୁଳନାରେ ଦୁବାଇରେ ସବୁ ଜିନିଷ ଏତେ ଶସ୍ତା କାହିଁକି?

ନୂଆଦିଲ୍ଲୀ: ଦୁବାଇକୁ ବିଶ୍ୱର ସର୍ବୋତ୍ତମ ସପିଂ ଡେଷ୍ଟିନେସନ ମଧ୍ୟରେ ଗଣନା କରାଯାଏ। ସାରା ବିଶ୍ୱରୁ ଲୋକମାନେ ଏହି ସ୍ଥାନକୁ ଦର୍ଶନ ଏବଂ କିଣାକାଟା ପାଇଁ ଆସିଥାନ୍ତି। ଏହି ସହର କ୍ରେତାଙ୍କ ପାଇଁ ସ୍ୱର୍ଗଠାରୁ କମ୍ ନୁହେଁ। ଏଠାରେ ଭାରତ ତୁଳନାରେ ବିଳାସପୂର୍ଣ୍ଣ ଏବଂ ବ୍ରାଣ୍ଡେଡ୍ ସାମଗ୍ରୀ…