ସରିଲା ସଂସଦର ବଜେଟ୍ ଅଧିବେଶନ: ଅନିର୍ଦ୍ଦିଷ୍ଟ ସମୟ ପାଇଁ ମୁଲତବି
ନୂଆଦିଲ୍ଲୀ: ସରିଲା ୧୭ କାର୍ଯ୍ୟଦିବସର ସଂସଦର ବଜେଟ ଅଧିବେଶନ । ସଂସଦର ଉଭୟ ଗୃହ ରାଜ୍ୟସଭା ଏବଂ ଲୋକସଭାକୁ ଆଜି ଅନିର୍ଦ୍ଦିଷ୍ଟ ସମୟ ପାଇଁ ମୁଲତବୀ ରଖାଯାଇଛି । ଗତ ଜାନୁଆରୀ ୩୧ରୁ ଆରମ୍ଭ ହୋଇଥିବା ଚଳିତ ବର୍ଷ ବଜେଟ୍ ଅଧିବେଶନ ଆରମ୍ଭ ହୋଇଥିବା ଆଜି ଶେଷ ହେଉଛି । ତେବେ ଏଥିରେ ସବୁଠୁ…