ଅନେକ ବାଦବିବାଦ ପରେ ଆଜି ମୁକ୍ତିଲାଭ କରିବ ‘ସନାତନୀ’
ଭୁବନେଶ୍ଵର: ଅନେକ ବାଦବିବାଦ ପରେ ଶେଷରେ ରାଜ୍ୟର ୨୨ଟି ପ୍ରେକ୍ଷାଳୟରେ ଆଜି ମୁକ୍ତିଲାଭ କରିବ ଚଳଚ୍ଚିତ୍ର ‘ସନାତନୀ’। ଆଜି ଅପରାହ୍ନରେ ଶ୍ରୀୟା ସ୍ବାତୀ ସ୍ତୁତି ସିନେକମ୍ପ୍ଲେକ୍ସରେ ରହିଛି ଏହାର ପ୍ରିମିୟର୍ ସୋ । ଅନେକ ବାଦବିବାଦ ପରେ ମଧ୍ୟ ଫିଲ୍ମ ରିଲିଜକୁ ନେଇ ରୋକ୍ ଲଗାଇନଥିଲେ…