Latest Odisha News

BREAKING NEWS

୨ୟ ଥର ଏଫସି ଗୋଆ ହାତେଇଲା କଳିଙ୍ଗ ସୁପର କପ୍ ଟାଇଟଲ୍

ଭୁବନେଶ୍ୱର: କଳିଙ୍ଗ ସୁପର କପ୍-୨୦୨୫ର ବିଜେତା ହେଲା ଏଫସି ଗୋଆ । କଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ଅନୁଷ୍ଠିତ ହେଉଥିବା କଳିଙ୍ଗ ସୁପର କପ୍ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଶନିବାର ଅନୁଷ୍ଠିତ ହୋଇଥିଲା। ଏଫସି ଗୋଆ ଦଳ କଳିଙ୍ଗ ସୁପର କପ୍-୨୦୨୫ର ବିଜେତା ହୋଇଛି । ଏଫସି ଗୋଆ ଏବଂ…

ଆରବ ସାଗରରେ କିଏ ଯଦି ଦେଖିଲେ ୱାରସିପ ତେବେ…. , ହାଲିଆ ହୋଇଗଲାଣି ପାକିସ୍ତାନ

ନୂଆଦିଲ୍ଲୀ: ଭାରତ ପାକିସ୍ତାନକୁ ଆଉ ଏକ ଜୋରଦାର ଝଟକା ଦେଇଛି। ଭାରତର ବାଣିଜ୍ୟ ମନ୍ତ୍ରଣାଳୟ ପାକିସ୍ତାନରୁ ସମସ୍ତ ଜିନିଷର ପ୍ରତ୍ୟକ୍ଷ ବା ପରୋକ୍ଷ ଆମଦାନୀ ଉପରେ ତୁରନ୍ତ ପ୍ରଭାବରୁ ପ୍ରତିବନ୍ଧକ ଲଗାଇଛି। ମେ ୨ ତାରିଖରେ ଜାରି ହୋଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ ବୈଦେଶିକ ବ୍ୟାପାର…

ପକୃତି ସହ ଖେଳୁଛି ଜାପାନ ! ଗୋଟିଏ ଇସାରାରେ ଆକାଶରୁ ଟାଣିଆଣିବ ବିଜୁଳି, ଆସିଲା ଦୁନିଆର ପ୍ରଥମ ଏମିତି ଡ୍ରୋନ

ନୂଆଦିଲ୍ଲୀ: ଟେକ୍ନୋଲୋଜି ଜଗତରେ ଏକ ନୂଆ ଇତିହାସ ରଚିବାକୁ ଯାଉଛି ଜାପାନ। ଟୋକିଓର ଏକ ବଡ଼ ଟେକ୍ କମ୍ପାନୀ ଏକ ଏଭଳି ଡ୍ରୋନ୍ ତିଆରି କରିଥିବା ଦାବି କରିଛି, ଯାହା ଆକାଶରୁ ବିଜୁଳି ଶୋଷି ନେବାରେ ସକ୍ଷମ ରଖିଛି। ଏହି ଡ୍ରୋନ୍ କେବଳ ବିଜୁଳିକୁ ଶୋଷିବା ସହ, ଏହାର ତୀବ୍ରତା ମଧ୍ୟ କମାଇବାର…

ଭାରତୀୟ ସୀମାରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ପାକିସ୍ତାନୀ ରେଞ୍ଜରଙ୍କୁ ଧରିଲା ବିଏସଏଫ

ନୂଆଦିଲ୍ଲୀ:ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ସୀମା ସୁରକ୍ଷା ବଳ (BSF) ରାଜସ୍ଥାନର ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାରୁ ଜଣେ ପାକିସ୍ତାନୀ ରେଞ୍ଜରଙ୍କୁ ଅଟକ ରଖିଛି। ସରକାରୀ ସୂତ୍ର ଅନୁସାରେ, ଏହି କାର୍ଯ୍ୟାନୁଷ୍ଠାନ ଶନିବାର ନିଆଯାଇଥିଲା। ସୂତ୍ର…

ସିଆରପିଏଫ୍ ଯବାନଙ୍କ ପାକିସ୍ତାନୀ ସ୍ତ୍ରୀ; ତଥ୍ୟ ଲୁଚାଇବା ଅଭିଯୋଗରେ ଗଲା ଚାକିରୀ

ନୂଆଦିଲ୍ଲୀ: ପାକିସ୍ତାନୀ ପତ୍ନୀଙ୍କ ପାଇଁ ଜଣେ ଯବାନଙ୍କ ଚାକିରୀ ଯାଇଛି । ସର୍ଭିସ ରୁଲ ଉଲ୍ଲଙ୍ଘନ ଏବଂ ଜାତୀୟ ସୁରକ୍ଷା ପ୍ରତି ବିପଦ ଦର୍ଶାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF) ଶନିବାର ଦିନ ତାଙ୍କର ଜଣେ ଯବାନଙ୍କୁ ଚାକିରୀରୁ ବହିଷ୍କାର…

ବ୍ରିଜ ଅଘଟଣ: ମୃତକଙ୍କ ପରିବାର ପିଛା ୫ଲକ୍ଷର ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କଟକ: ଖାନ୍‌ନଗରରେ ବ୍ରିଜ୍ ନିର୍ମାଣ ସମୟରେ ଆଜି ଘଟିଥିବା ଅଘଟଣରେ ୩ ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ମୃତକଙ୍କ ନିକଟତମ…

ହଠାତ୍ ମାଡ଼ି ଆସିଲା ପ୍ରବଳ ବର୍ଷା ସହ ଝଡ଼, ଭୁବନେଶ୍ୱରରେ କାଳବୈଶାଖୀ ତାଣ୍ଡବ

ଭୁବନେଶ୍ୱର: ହଠାତ୍ ମାଡ଼ି ଆସିଲା ପ୍ରବଳ ବର୍ଷା ସହ ଝଡ଼ । ଭୁବନେଶ୍ୱରରେ ତାଣ୍ଡବ ରଚୁଛି କାଳବୈଶାଖୀ । ରାତି ୯ଟାରେ ପ୍ରବଳ ବେଗରେ ପବନ ସହ ବର୍ଷା ହୋଇଛି । ଝଡ଼ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । କେବଳ ଭୁବନେଶ୍ବର ନୁହେଁ, କଟକ, ବାଲେଶ୍ବର, କେନ୍ଦୁଝର ସମେତ ରାଜ୍ୟର ବିଭିନ୍ନ…

ବ୍ଲାକ୍ ହୋଲ୍ ବୋମାକୁ ନେଇ ବିଶ୍ୱରେ ହଟଚମଟ, ଏହା କେତେ ଘାତକ ?

ନୂଆଦିଲ୍ଲୀ: ଯୁକ୍ତରାଜ୍ୟର ସାଉଥାମ୍ପଟନ୍ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏକ ଏପରି ପରୀକ୍ଷଣ କରିଛନ୍ତି, ଯାହା ବିଜ୍ଞାନ ଜଗତରେ ନୂଆ ଆଲୋଚନା ସୃଷ୍ଟି କରିଛି। ଏହି ପରୀକ୍ଷଣର ନାମ ହେଉଛି ‘ବ୍ଲାକ୍ ହୋଲ୍ ବୋମା’। ନାମଟି ଶୁଣିବା ମାତ୍ରେ ମନରେ ଭୟ ସୃଷ୍ଟି ହେବା ସ୍ୱାଭାବିକ, କିନ୍ତୁ ଏହା…

ହାଫିଜ୍‌ ସଇଦକୁ ଟାର୍ଗେଟ କିଲିଂ କରିବ ଭାରତ, ପ୍ରସ୍ତୁତି ଆରମ୍ଭ

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଶୟ ଦେଉଛି, ଆଉ ଆତଙ୍କବାଦକୁ ଆଗକୁ ନେଉଛି ହାଫିଜ୍‌ ସଇଦ୍‌ । ମୁମ୍ବାଇ ଆକ୍ରମଣ ହେଉ କି ପୁଲଓ୍ବାମା, ଆଉ ଏବେ ପହଲଗାମ୍‌ । ବାରମ୍ବାର ସେହି ଗୋଟିଏ ମାଷ୍ଟରମାଇଣ୍ଡ ନାଁ ସାମ୍ନାକୁ ଆସୁଛି । ଯାହାକୁ ନେଇ କଡ଼ା ଆଭିମୁଖ୍ୟ ଆପଣାଇଛି ଭାରତ । ଚର୍ଚ୍ଚା ହେଉଛି,…

ଏପଟେ ଭାରତର ଆକ୍ରମଣ ଭୟ, ସେପଟେ ବାଲୁଚ୍ ବିଦ୍ରୋହୀ କବଜା କଲେ ପାକିସ୍ତାନର ଏହି ସହର !

ଇସଲାମାବାଦ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢିବାରେ ଲାଗିଛି । କିନ୍ତୁ ଏହି ମଧ୍ୟରେ ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଏକ ବଡ଼ ଘଟଣା ଘଟିଛି । ପାକିସ୍ତାନର କଲାତ ଜିଲ୍ଲାର ମାଙ୍ଗୋଚର ସହରରେ ଅନେକ କୋଠା ବାଲୁଚ୍ ବିଦ୍ରୋହୀଙ୍କ ଦ୍ୱାରା କବଜା…