ହାଫିଜ୍ ସଇଦକୁ ଟାର୍ଗେଟ କିଲିଂ କରିବ ଭାରତ, ପ୍ରସ୍ତୁତି ଆରମ୍ଭ
ନୂଆଦିଲ୍ଲୀ: ପାକିସ୍ତାନ ପ୍ରଶୟ ଦେଉଛି, ଆଉ ଆତଙ୍କବାଦକୁ ଆଗକୁ ନେଉଛି ହାଫିଜ୍ ସଇଦ୍ । ମୁମ୍ବାଇ ଆକ୍ରମଣ ହେଉ କି ପୁଲଓ୍ବାମା, ଆଉ ଏବେ ପହଲଗାମ୍ । ବାରମ୍ବାର ସେହି ଗୋଟିଏ ମାଷ୍ଟରମାଇଣ୍ଡ ନାଁ ସାମ୍ନାକୁ ଆସୁଛି । ଯାହାକୁ ନେଇ କଡ଼ା ଆଭିମୁଖ୍ୟ ଆପଣାଇଛି ଭାରତ । ଚର୍ଚ୍ଚା ହେଉଛି,…