ସମ୍ପତ୍ତି ବିବାଦରୁ ହିଂସା: ୬ ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଭରତପୁର ଅଞ୍ଚଳରେ ସମ୍ପତ୍ତି ବିବାଦକୁ ନେଇ ଗତ ରାତିରେ ହୋଇଥିବା ହିଂସାତ୍ମକ ଘଟଣାରେ କମିଶନରେଟ ପୋଲିସ ସୋମବାର ଦିନ ଚାରୋଟି ମାମଲା ରୁଜୁ କରି ଶେଷ ଖବର ସୁଦ୍ଧା ୬ ଜଣଙ୍କୁ ଗିରଫ କରିଛି।
ସୂଚନା ଅନୁଯାୟୀ, ଭରତପୁରରେ ଏକ ପାରିବାରିକ ସମ୍ପତ୍ତି…