ସ୍ଥିତି ହେବ ଭୟଙ୍କର; ଏପ୍ରିଲରୁ ଜୁନ୍ ଅଗ୍ନିବର୍ଷା
ନୂଆଦିଲ୍ଲୀ: ହୋଇଯାଆନ୍ତୁ ସତର୍କ । ଭାରତରେ ଏପ୍ରିଲରୁ ଜୁନ୍ ପର୍ଯ୍ୟନ୍ତ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବ। ମଧ୍ୟ , ପୂର୍ବ ଭାରତ ଏବଂ ଉତ୍ତର-ପଶ୍ଚିମ ସମତଳ ଅଞ୍ଚଳରେ ଅଧିକ ଭୀଷଣ ଗ୍ରୀଷ୍ମପ୍ରବାହ ହେବ ବୋଲି ଆଇଏମଡି ସୋମବାର ସୂଚନା ଦେଇଛନ୍ତି ।
ଆଇଏମଡି ମୁଖ୍ୟ ମୃତ୍ୟୁଞ୍ଜୟ…