ଲୈରାଇ ମନ୍ଦିରରେ ଦଳାଚକଟା: ୭ ମୃତ, ୩୦ ଆହାତ
ପଞ୍ଜିମ୍: ଗୋଆ ଶ୍ରୀ ଲୈରାଇ ଯାତ୍ରା ସମୟରେ ବଡ଼ ଅଘଟଣ। ଯାତ୍ରା ଆରମ୍ଭ ଦିନ ହିଁ ଦଳାଚକଟା ସ୍ଥିତି ଉପୁଜିବାରୁ ଏପର୍ଯ୍ୟନ୍ତ ପ୍ରାୟ ୭ ଜଣଙ୍କର ଜୀବନ ଯାଇଛି। ତେବେ ଶୁକ୍ରବାର ବିଳମ୍ବିତ ଦିନ ଗୋଆର ଶିରଗାଓରେ ଶ୍ରୀ ଲୈରାଇ ଯାତ୍ରା ବାର୍ଷିକ ମହୋତ୍ସବ ସମୟରେ ଦଳାଚକଟା ଫଳରେ ଅତି କମରେ ସାତ…