Latest Odisha News

BREAKING NEWS

ବଜ୍ରପାତ ରୋକିବାକୁ ପ୍ରୟାସ; ୧୯ ଲକ୍ଷ ତାଳଗଛ ରୋପଣ

ଭୁବନେଶ୍ଵର: ବର୍ତ୍ତମାନ ସମୟରେ ବ୍ରଜପାତ ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ସାରା ଦେଶ ଭିତରେ ଓଡିଶାରେ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ସବୁଠୁ ଅଧିକ । ଗତ ୫ ବର୍ଷରେ ରାଜ୍ୟରେ ବଜ୍ରପାତରେ ଯାଇଛି ୧୪୧୮ ଜୀବନ । ୨୦୨୦-୨୦୨୫ ମସିହା ୫ ବର୍ଷ ମଧ୍ୟରେ ୧୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ…

ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ

ବାଲେଶ୍ଵର: ବାଲେଶ୍ବର ଜିଲ୍ଲାର ଏକ ଚର୍ଚ୍ଚିତ ହତ୍ୟା ଘଟଣାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ । ରାୟ ଶୁଣାଇଛନ୍ତି ବାଲେଶ୍ଵର ସ୍ଵତନ୍ତ୍ର ଓପିଆଇଡି କୋର୍ଟ ଜର୍ଜ ବିଶ୍ୱଜିତ ଦାସ । ଅଭିଯୁକ୍ତ ସମରେନ୍ଦ୍ର ମଲିକ ବାଇଧର ବରସଲକୁ ଜମି ହିଡ ହଣାକୁ କେନ୍ଦ୍ର କରି ହତ୍ୟା କରିଥିଲା । ଅଭିଯୁକ୍ତ…

ହଷ୍ଟେଲରୁ ନାବାଳିକାର ଝୁଲନ୍ତା ମୃତଦେହ ଉଦ୍ଧାର

ମୟୂରଭଞ୍ଜ: ହଷ୍ଟେଲରୁ ନାବାଳିକାର ଝୁଲନ୍ତା ମୃତଦେହ ଉଦ୍ଧାର । ଝିଅକୁ ସୁସ୍ଥ କରିବା ପାଇଁ ବାପାମାଆ ଗୁଣିଗାରେଡି କରୁଥିବା ଅଭିଯୋଗ ହୋଇଛି । ମୟୂରଭଞ୍ଜ ଜିଲ୍ଲାର ଉଦଳା ଅନ୍ଵେଷା ହଷ୍ଟେଲର ବାଲକୋନୀରୁ ମିଳିଛି ନାବାଳିକା ଅନ୍ତେବାସିନୀର ଝୁଲନ୍ତା ମୃତଦେହ । ମୃତକ ହେଲେ ହଷ୍ଟେଲରେ ରହିଥିବା…

ସ୍ଥାନୀୟ ବ୍ୟବସାୟୀଙ୍କ ପାଇଁ କିଟ୍‍ ଓ ୱାଶିଂଟନ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମିଳିତ କାର୍ଯ୍ୟକ୍ରମ

ଭୁବନେଶ୍ୱର: ମାର୍ଚ୍ଚ ୧୯ ତାରିଖରୁ ୧୦ ଦିନିଆ ଶୈକ୍ଷିକ କାର୍ଯ୍ୟକ୍ରମରେ କିଟ୍‍ ଓ କିସକୁ ଆସିଥିବା ୱାଶିଂଟନ୍ ବିଶ୍ୱବିଦ୍ୟାଳୟ-ବୋଥେଲର ୧୮ ଜଣିଆ ପ୍ରତିନିଧିମଣ୍ଡଳ କିଟ୍‍ ଛାତ୍ରଛାତ୍ରୀଙ୍କ ସହ ବିଭିନ୍ନ ପ୍ରକଳ୍ପରେ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ଇତି ମଧ୍ୟରେ ୱାଶିଂଟନ୍…

ଜନ୍ମରୁ ମୃତ୍ୟୁ ଯାଏଁ ଟ୍ୟାକ୍ସ ବୋଝ; ସରକାର ଉପରେ ବର୍ଷିଲେ ରାଘବ ଚଡ୍ଡା

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି (ଆପ) ସାଂସଦ ରାଘବ ଚଡ୍ଡା ଗୁରୁବାର ରାଜ୍ୟସଭାରେ ଭାରତର ଟ୍ୟାକ୍ସ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କେନ୍ଦ୍ର ଉପରେ ବର୍ଷିବା ସହ କହିଛନ୍ତି ଯେ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସରକାର ନାଗରିକମାନଙ୍କ ଉପରେ ଟିକସର ବୋଝ ଲଦି ଦେଉଛନ୍ତି। ତେବେ ଟିକସ…

୨୪ ଘଂଟାରେ ୩ଟି ୯୭ ନଟଆଉଟର ଅଜବ ସଂଯୋଗ

ନୂଆଦିଲ୍ଲୀ: ୨୪ ଘଂଟା ମଧ୍ୟରେ କ୍ରିକେଟରେ ଏକ ଅଦ୍ଭୁତ ସଂଯୋଗ ଦେଖିବାକୁ ମିଳିଛି । ଏହି ସଂଯୋଗଟି ହେଲା ୩ ଜଣ ବ୍ୟାଟ୍ସମ୍ୟାନ ୯୭ ରନ କରି ଅପରାଜିତ ରହିଛନ୍ତି ଏବଂ ତାଙ୍କ ଦଳ ସେହି ମ୍ୟାଚରେ ବିଜୟ ହାସଲ କରିଛି । ଏହି ୩ଜଣ ବ୍ୟାଟ୍ସମ୍ୟାନ ହେଲେ ଶ୍ରେୟାଶ ଆୟାର, ଟିମ ସିଫର୍ଟ ଓ କ୍ୱିଂଟନ…

ପ୍ରବଳ ଖରା ପାଇଁ ଏହି ସମୟରେ ମିଳିବ ରାସନ ସାମଗ୍ରୀ

ଭୁବନେଶ୍ୱର: ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟରେ ସମସ୍ତ ଜିଲ୍ଲାରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା କରାଯାଇଛି । ସାଧାରଣ ବଣ୍ଟନ ବ୍ୟବସ୍ଥା ଅନ୍ତର୍ଗତ ହିତାଧିକାରୀମାନଙ୍କୁ ପିଡ଼ିଏସ ସାମଗ୍ରୀ ସକାଳ ୭…

ଟି୨୦ରେ ନୂତନ ରେକର୍ଡ ପାଇଁ କୋହଲିଙ୍କୁ ଆବଶ୍ୟକ ୫୫ ରନ

ବେଙ୍ଗାଲୁର: ଚଳିତ ଆଇପିଏଲରେ ଶୁକ୍ରବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ ବିରାଟ କୋହଲିଙ୍କ ନିକଟରେ ନୂତନ କୀର୍ତିମାନ ସ୍ଥାପନ କରିବା ସୁଯୋଗ ରହିଛି । ସେ ଯଦି ଏହି ମ୍ୟାଚରେ ସେ ୫୫ ରନରୁ ଊର୍ଦ୍ଧ୍ୱ କରିବେ ତାହାହେଲେ…

ସଂଶୋଧନ ହେଲା ରାଉରକେଲା-ପୁରୀ ବନ୍ଦେ ଭାରତ ସେବା, ମଙ୍ଗଳବାର ଛାଡ଼ି ସବୁଦିନ ଚାଲିବ

ଭୁବନେଶ୍ବର: ରାଉରକେଲା-ପୁରୀ ବନ୍ଦେ ଭାରତ ସେବାରେ ସଂଶୋଧିତ କରାଯାଇଛି । କେବଳ ମଙ୍ଗଳବାରକୁ ବାଦ୍ ଦେଲେ ଅନ୍ୟ ଦିନ ମାନଙ୍କରେ ଜାରି ରହିବ ଟ୍ରେନ୍ ସେବା । ପୂର୍ବରୁ ଶନିବାର ବ୍ୟତିତ ସବୁ ଦିନ ଚଳାଚଳ କରୁଥିଲା ବନ୍ଦେ ଭାରତ ଏକ୍ସପ୍ରେସ୍‌ । ସଂଶୋଧିତ ହୋଇଥିବା ସମୟ ସୂଚୀ:-…

ଭାରତ ଆସିବେ ପୁଟିନ; ମୋଦି କରିଥିଲେ ନିମନ୍ତ୍ରଣ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାରତ ଗସ୍ତ ନିମନ୍ତ୍ରଣକୁ ଗ୍ରହଣ କରି ଭାରତ ଆସିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ଏନେଇ ଋଷ ବୈଦେଶିକ ମନ୍ତ୍ରୀ ସେରଗେଇ ଲାଭରୋଭ ଗୁରୁବାର  ସୂଚନା ଦେଇଛନ୍ତି। ତେବେ ଋଷିଆ ଅନ୍ତର୍ଜାତୀୟ ବ୍ୟାପାର ପରିଷଦ (ଆରଆଇଏସି) ଦ୍ୱାରା…