ଗୋଲାପ ଜଳ ବ୍ୟବହାରର ସଠିକ୍ ଉପାୟ ..
ଭୁବନେଶ୍ବର: ଗୋଲାପ ଜଳ ଆମ ତ୍ୱଚା ପାଇଁ ବେଶ୍ ଭଲ । ସୁନ୍ଦର ତଥା କୋମଳ ତ୍ୱଚା ପାଇଁ ସବୁବେଳେ ମୁହଁରେ ଗୋଲାପ ଜଳ ଲଗାଇବାକୁ କୁହାଯାଏ । ଗୋଲାପ ଜଳରେ ଭିଟାମିନ୍ ସି, ଆଣ୍ଟିସେପ୍ଟିକ୍, ଆଣ୍ଟି-ବ୍ୟାକ୍ଟେରିଆଲ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ସମେତ ଅନେକ ପୋଷକତତ୍ତ୍ୱ ମିଳିଥାଏ । ସବୁଦିନେ ଯଦି…