Latest Odisha News

BREAKING NEWS

ବଡ଼ ଧରଣର ଡକାୟତି ଯୋଜନାକୁ ଫେଲ କଲା ପୋଲିସ; ୫ ଡକାୟତ ଗିରଫ

ଖୋର୍ଦ୍ଧା:୫ ଡକାୟତଙ୍କୁ ଗିରଫ କଲା ଜଟଣୀ ପୋଲିସ । ସେମାନଙ୍କ ଠାରୁ ଖଣ୍ଡା, ଛୁରୀ, ଲାଠି, ଲଙ୍କା ଗୁଣ୍ଡ ସହ ମଦ ବୋତଲ ଜବତ ହୋଇଛି । ମଙ୍ଗଳବାର ରାତିରେ ଜଟଣୀ ଆଇଆଇସି ଷ୍ଟାଲିନ ବିଶ୍ୱାଳ ବିଶେଷ ସୂତ୍ରରୁ ଖବର ପାଇଥିଲେ ଜଟଣୀ ଅନ୍ତର୍ଗତ ମାଣିଆ ଛକ ନିକଟରେ କିଛି ଯୁବକ ଡକାୟତି କରିବା ପାଇଁ…

ଆହୁରି ୩ ଦିନ କଲବଲ କରିବ ଶୀତ…

ଭୁବନେଶ୍ୱର: ଶୀତ ଲହରୀ ଆହୁରି ତିନି ଦିନ ଲାଗି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ (IMD) ତରଫରୁ ବୁଧବାର ଦିନ ସୂଚନା ମିଳିଛି। ଜାନୁଆରୀ ୧୫ ଓ ୧୬ ତାରିଖରେ କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ଢେଙ୍କାନାଳ, ଅନୁଗୁଳ, କେନ୍ଦୁଝର, କନ୍ଧମାଳ, ସୋନପୁର, ସୁନ୍ଦରଗଡ଼ ଏବଂ…

Men’s Hockey India League 2026: କଳିଙ୍ଗର କ୍ରମାଗତ ଚତୁର୍ଥ ବିଜୟ ;ପରବର୍ତ୍ତୀ ମ୍ୟାଚ ଭୁବନେଶ୍ବରରେ…

ରାଞ୍ଚି:ବେଦାନ୍ତ କଳିଙ୍ଗ ଲାନସର୍ସ (Vedanta Kalinga Lancers)ପୁରୁଷ ହିରୋ ହକି ଇଣ୍ଡିଆ ଲିଗରେ ନିଜର ଅପରାଜିତ ଧାରା ବଜାୟ ରଖିଛି । ଆଜି ରାଞ୍ଚି ସ୍ଥିତ (ବୁଧବାର ଦିନ) ମାରାଙ୍ଗ ଗୋମକେ ଜୟପାଲ ସିଂହ ଆଷ୍ଟ୍ରୋ ଟର୍ଫ ହକି ଷ୍ଟାଡିୟମରେ ହାଇଦ୍ରାବାଦ ତୁଫାନ୍ସ (Hyderabad…

ମିଚେଲଙ୍କ ଶତକ ଆଗରେ ଫିକା ପଡିଲା ରାହୁଲଙ୍କ ପ୍ରଦର୍ଶନ: ସିରିଜ ବରାବର କଲା ନ୍ୟୁଜିଲାଣ୍ଡ

ରାଜକୋଟ: ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଡାରେଲ ମିଚେଲଙ୍କ ବିସ୍ଫୋରକ ଶତକ ସହାୟତାରେ ନ୍ୟୁଜିଲାଣ୍ଡ ୭ ୱିକେଟରେ ଭାରତକୁ ପରାସ୍ତ କରିଛି । ଏଥିସହ ୩ ମ୍ୟାଚ ବିଶିଷ୍ଟ ସିରିଜ ୧-୧ ସମାନ ସ୍ଥିତିକୁ ଆସିଯାଇଛି । ଭାରତ ପ୍ରଦତ ୨୮୫ ରନର ବିଜୟ ଲକ୍ଷ୍ୟକୁ ନ୍ୟୁଜିଲାଣ୍ଡ…

ଶାନ୍ତି ଓ ଅହିଂସାର ବାର୍ତ୍ତା ଦେଉଛି ଉଦୟଗିରିରେ ଆୟୋଜିତ ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ; ବୌଦ୍ଧ ଧର୍ମ ପୁସ୍ତକ…

ଯାଜପୁର: ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ,ପର୍ଯ୍ୟଟନ ବିଭାଗ ଏବଂ ଯାଜପୁର ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଦ୍ଵିତୀୟ ଗୁରୁ ପଦ୍ମସମ୍ଭବଙ୍କ ପ୍ରାର୍ଥନା ସମାରୋହ ତଥା ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ ବେଶ୍ ଉତ୍ସାହର ସହ ପାଳନ କରାଯାଉଛି। ଆଜି ସମ୍ମିଳନୀର ଚତୁର୍ଥ ଦିନରେ ଉପ…

୧୩ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ; ଜଣେ ଅଭିଯୁକ୍ତ ଗିରଫ

ପୁରୀ: ପୁରୀରୁ ଜବତ ହେଲା ୧୩୦ ଗ୍ରାମ୍ ବ୍ରାଉନ ସୁଗାର । । ଅବକାରୀ ଟିମ୍ ଚଢାଉ କରି ୧୩ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରି ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ହେଲେ ପିପିଲି ସୁଲତାନ ନଗରର ଚିଣ୍ଟୁ ମେଣ୍ଟା। ସୂଚନାଥାଉକି,ସତ୍ୟବାଦୀ ଥାନା ଅନ୍ତର୍ଗତ ସିଦ୍ଧ ବକୁଳ ଛକଠାରେ…

ମଜଭୁତ ହେଉଛି ଭାରତୀୟ ପାସପୋର୍ଟ; ଏବେ ୫୫ ଦେଶରେ ଭିସା ଫ୍ରି ଏଣ୍ଟ୍ରି…

ନୂଆଦିଲ୍ଲୀ: ହେନଲି ପାସପୋର୍ଟ ଇଣ୍ଡେକ୍ସ ୨୦୨୬ ତାଲିକା ପ୍ରକାଶ ପାଇଛି। ଯେଉଁଥିରେ ଭାରତୀୟ ପାସପୋର୍ଟର ରାଙ୍କିଂରେ ଉନ୍ନତି ଦେଖାଯାଇଛି। ତେବେ ଗତ ବର୍ଷ ଭାରତ ୮୫ ତମ ସ୍ଥାନରେ ଥିଲା କିନ୍ତୁ ଚଳିତ ବର୍ଷ ଏହା ପାଞ୍ଚଟି ସ୍ଥାନ ଉପରକୁ ଯାଇ ୮୦ ତମ ସ୍ଥାନରେ ପହଞ୍ଚିଛି। ଚଳିତ ବର୍ଷ ନାଇଜର ଏବଂ…

୬୪ ଚାଲର ମହାରଥୀ ବିଶ୍ୱନାଥନ କିଟରେ ଉଦଘାଟନ କଲେ ଚେସ ମହାକୁମ୍ଭ

ଭୁବନେଶ୍ୱର: ଭାରତର ଚେସ ସୁପରଷ୍ଟାର ଓ ୬୪ ଚାଲର ମହାରଥୀ ବିଶ୍ୱନାଥନ ଆନନ୍ଦ କିଟ୍‍ ରେ ସାମାଜିକ ଏବଂ ଶିକ୍ଷାଗତ ଚେସ୍ (ସୋସିଆଲ୍ ଆଣ୍ଡ ଏଜୁକେସନାଲ୍ ଚେସ୍‌) ଉପରେ ଦୁଇ ଦିନିଆ ଅନ୍ତର୍ଜାତୀୟ ସମ୍ମିଳନୀକୁ ଉଦଘାଟିତ କରିଛନ୍ତି । ଏହି ଅବସରରେ ସେ ଛାତ୍ରଛାତ୍ରୀମାନଙ୍କୁ ଚେସ ଖେଳିବା ପାଇଁ…

ଓଡ଼ିଶାରେ ବକ୍ସାଇଟ୍ ସନ୍ଧାନ ଏବଂ ଅନୁସନ୍ଧାନ; ସାଟେଲାଇଟ୍ ଆଧାରିତ ପ୍ରଯୁକ୍ତିବିଦ୍ୟା ବିକାଶ ପାଇଁ ଆଇଆଇଟି ଭୁବନେଶ୍ୱର…

ଭୁବନେଶ୍ୱର: ଚତୁର୍ଥ ଓଡ଼ିଶା ଖଣି ଏବଂ ଭିତ୍ତିଭୂମି ଆନ୍ତର୍ଜାତୀୟ ସମ୍ମିଳନୀ ୨୦୨୬ରେ ଜର୍ଣ୍ଣାଲ ଅଫ୍ ଜିଓକେମିକାଲ୍ ଏକ୍ସପ୍ଲୋରେସନ୍‌ରେ ପ୍ରକାଶିତ ଓଡ଼ିଶାରେ ବକ୍ସାଇଟ୍ ପ୍ରୋସ୍ପେକ୍ଟିଂ ଏବଂ ଅନୁସନ୍ଧାନ ପାଇଁ ସାଟେଲାଇଟ୍-ଆଧାରିତ ପ୍ରଯୁକ୍ତିବିଦ୍ୟା ବିକାଶ ପାଇଁ ଭାରତୀୟ ପ୍ରଯୁକ୍ତି…

ହ୍ରିତିକ ଅଭିନୀତ କାବିଲ ଫିଲ୍ମର ସୀକ୍ୱେଲ ନେଇ ପ୍ରଶଂସକଙ୍କୁ ଦ୍ୱନ୍ଦ୍ୱରେ ପକାଇଲେ ନିର୍ଦ୍ଦେଶକ

ମୁମ୍ବାଇ: ୨୦୧୭ରେ ହ୍ରିତିକ ରୋଶନ ଓ ୟାମି ଗୌତମ ଅଭିନୀତ କାବିଲ ଫିଲ୍ମ ଭଲ ବ୍ୟବସାୟ କରିବା ସହ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ଅନ୍ଧ ଚରିତ୍ରରେ ହ୍ରିିତିକଙ୍କ ଭୂମିକା ସମସ୍ତଙ୍କୁ ପ୍ରଭାବିତ କରିଥିଲା । ଦୀର୍ଘ ଦିନ ପରେ ଏହାର ନିର୍ଦ୍ଦେଶକ ସଞ୍ଜୟ ଗୁପ୍ତାଙ୍କୁ ଜଣେ ୟୁଜର କାବିଲର…