Latest Odisha News

BREAKING NEWS

କ୍ଷୀର ଜାରରୁ ପୁଳା ପୁଳା ଗଞ୍ଜେଇ ଜବତ;ବିଳାସପୁର ଅଞ୍ଚଳର ୩ ଗିରଫ

ତୁଷୁରା:କ୍ଷୀର ବେପାରୀ ସାଜି କରୁଥିଲେ ଆନ୍ତଃରାଜ୍ୟ ଗଞ୍ଜେଇ ବେପାର । ୩ ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ। ଆଜି କ୍ଷୀର ବୋଝେଇ ଗାଡ଼ିରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ କାବୁ କରିଛି ତୁଷୁରା ଅବକାରୀ ବିଭାଗ। ଆଜି ତୁଷୁରା ଅବକାରୀ ଥାନାର କୁକୁରଖାଇ -ତୁଷୁରା ରାସ୍ତା ଦେଇ…

ପୁରୁଷ ଦିନିକିଆ କ୍ରିକେଟ୍‌ର ୫,୦୦୦ ମ୍ୟାଚ ସମ୍ପୂର୍ଣ୍ଣ: ବ୍ୟାଟିଂରେ ଭାରତର ସମ୍ପୂର୍ଣ୍ଣ ପ୍ରଭାବ

,ନୂଆଦିଲ୍ଲୀ: ପୁରୁଷ ଆନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍ ଇତିହାସରେ ଏକ ଐତିହାସିକ ମାଇଲଖୁଣ୍ଟ ଅତିକ୍ରମ ହୋଇଛି । ଦିନିକିଆ କ୍ରିକେଟ୍ ଆରମ୍ଭରୁ ଏପର‌୍ୟ୍ୟନ୍ତ ମୋଟ ୫,୦୦୦ଟି ମ୍ୟାଚ୍ ଖେଳାସରିଛି । ଏହି ୫୦ ବର୍ଷରୁ ଅଧିକ ସମୟର ଇତିହାସ ଏବଂ ୫,୦୦୦ ମ୍ୟାଚ୍‌ର ଆଙ୍କଡ଼ା ସ୍ପଷ୍ଟ କରୁଛି ଯେ…

ଆୟର୍ଲାଣ୍ଡକୁ ହରାଇ ୨୦୨୭ ଦିନିକିଆ ୱାର୍ଲ୍ଡକପ ପାଇଁ ଆଫଗାନିସ୍ତାନ କାଟିଲା ଟିକେଟ୍

ନୂଆଦିଲ୍ଲୀ: ବିଶ୍ୱ କ୍ରିକେଟ୍‌ରେ ଦ୍ରୁତ ଗତିରେ ଉଭା ହେଉଥିବା ଆଫଗାନିସ୍ତାନ କ୍ରିକେଟ୍ ଦଳ ଆଉ ଏକ ବଡ଼ ସଫଳତା ହାସଲ କରିଛି । ଆଫଗାନିସ୍ତାନ ଆନୁଷ୍ଠାନିକ ଭାବେ ୨୦୨୭  ଦିନିକିଆ ବିଶ୍ୱକପ  ପାଇଁ ସିଧାସଳଖ କ୍ୱାଲିଫାଏ  କରିନେଇଛି । ଆୟର୍ଲାଣ୍ଡ ବିପକ୍ଷ ଚାଲିଥିବା ଦିନିକିଆ ସିରିଜ୍…

ବୈତରଣୀ ଜଳସ୍ତର ବିପଦ ସଙ୍କେତ ମୁହାଁ, ଏପଟେ ସାଳନ୍ଦୀ ନଦୀରେ ୧୦୦ ଫୁଟର ଘାଇ

ଯାଜପୁର:ଭଦ୍ରକ ଜିଲ୍ଲା ବୈତରଣୀ ନଦୀର ସ୍ଥିତି ସୁଧୁରି ନାହିଁ । ଏପଟେ ସାଳନ୍ଦୀ ଓ ଏହାର ଶାଖା ନଦୀରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ସୂଚନାଥାଉକି, ଭଦ୍ରକ ଜିଲ୍ଲା ତିହିଡି ବ୍ଲକ୍ ବାରୋ ପଞ୍ଚାୟତ ବାରୋଡିହ ଗ୍ରାମର କୁଆ ମାହାରା ନିକଟରେ ସାଳନ୍ଦୀ ନଦୀରେ ୧୦୦ ଫୁଟର ଘାଇ ସୃଷ୍ଟି ହୋଇଛି ।…

ଶ୍ରୀଲଙ୍କା ଟେଷ୍ଟ ସିରିଜ୍ ପୂର୍ବରୁ ଭାରତକୁ ବଡ଼ ଝଟ୍‌କା: ଆହତ ସମସ୍ୟା ଯୋଗୁଁ ସାଈ ସୁଦର୍ଶନ ବାଦ୍

ନୂଆଦିଲ୍ଲୀ: ଶ୍ରୀଲଙ୍କା ଗସ୍ତ ପୂର୍ବରୁ ଭାରତୀୟ କ୍ରିକେଟ ଦଳର ଆହତ ସମସ୍ୟା ଆହୁରି ଗମ୍ଭୀର ହୋଇପଡ଼ିଛି । ଅଗଷ୍ଟ ୧୫ରୁ ଆରମ୍ଭ ହେବାକୁ ଥିବା ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପୂର୍ବରୁ ଦଳର ଯୁବ ବ୍ୟାଟର ସାଈ ସୁଦର୍ଶନ ଆହତ କାରଣରୁ ସିରିଜ୍‌ରୁ ବାଦ୍ ପଡ଼ିଛନ୍ତି । ଇଣ୍ଡିଆ ଏ ଶ୍ରୀଲଙ୍କା…

Ageing Crisis: ଧନୀ ହେବା ପୂର୍ବରୁ ବୁଢ଼ା ହେବ ଭାରତ! ବୟସ୍କଙ୍କ ଯତ୍ନ ନେଇ ଚିନ୍ତା! ରିପୋର୍ଟରେ ଚାଞ୍ଚଲ୍ୟକର…

ନୂଆଦିଲ୍ଲୀ: ଭାରତ ଦ୍ରୁତ ଗତିରେ ଆର୍ଥିକ ବିକାଶ କରୁଛି। କିନ୍ତୁ ଏହି ବିକାଶ ସହ ଦେଶ ସାମ୍ନା କରିବାକୁ ଯାଉଛି ଆଉ ଏକ ବଡ଼ ଚ୍ୟାଲେଞ୍ଜ, ବଢୁଥିବା ବୟସ୍କ ଜନସଂଖ୍ୟା। ଏକ ନୂଆ ଗବେଷଣା ଚେତାବନୀ ଦେଇଛି ଯେ, ଭାରତ ଧନୀ ହେବା ପୂର୍ବରୁ ହିଁ ବୁଢ଼ା ହେବାକୁ ଯାଉଛି। ଅର୍ଥାତ୍‌, ଦେଶର ଆୟ ସ୍ତର…

ଚିକିତ୍ସାଜନିତ ବଦଳି ଆବେଦନକୁ ଅଣଦେଖା! ଅସୁସ୍ଥ ଶିକ୍ଷକଙ୍କ ଚାଲିଗଲା ଜୀବନ

କୋରୁକୋଣ୍ଡା:ଜଣେ ଅସୁସ୍ଥ ଶିକ୍ଷକଙ୍କ ପ୍ରାଣ ହରେଇଛନ୍ତି । ମୃତ ଶିକ୍ଷକ ହେଲେ କୋରୁକୋଣ୍ଡା ବ୍ଲକ୍ ତାର୍ଲାକୋଟା ପଞ୍ଚାୟତ ମହୁପଦର ସରକାରୀ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସୁଧାଂଶୁ ସୁତାର(୪୨) । ଶିକ୍ଷକଙ୍କ ମୃତ୍ୟୁ ପାଇଁ ଜିଲ୍ଲା ଶିକ୍ଷା ବିଭାଗକୁ ପରିବାର ଲୋକେ ଦାୟୀ କରିଛନ୍ତି ।…

E20 in Aircraft?: ବିମାନ ଇନ୍ଧନରେ କ’ଣ ଇଥାନଲ ମିଶା ଯାଇପାରିବ କି? E20 ଠାରୁ କେତେ ଭିନ୍ନ ATF, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ: ଗାଡ଼ିର ପେଟ୍ରୋଲରେ ଇଥାନଲ ମିଶ୍ରଣ ପରେ ଏବେ ବିମାନ ଇନ୍ଧନରେ ଏଥାନଲ ମିଶାଇବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ କାର୍‌ରେ ବ୍ୟବହୃତ ଇଥାନଲ ମିଶ୍ରିତ ପେଟ୍ରୋଲ ଏବଂ ବିମାନରେ ବ୍ୟବହୃତ ଏଭିଏସନ୍ ଟର୍ବାଇନ୍ ଫ୍ୟୁଏଲ୍‌ (ATF) ଏକା ନୁହେଁ। ବିମାନ ଇନ୍ଧନ ପାଇଁ ଅତ୍ୟନ୍ତ କଠୋର…

Parikrama: କାହିଁକି ସବୁବେଳେ ଘଣ୍ଟାକଣ୍ଟା ଦିଗରେ କରାଯାଏ ପରିକ୍ରମା? ଜାଣନ୍ତୁ ଏହାର ଆଧ୍ୟାତ୍ମିକ ଅର୍ଥ ଓ ଜପ…

ଭୁବନେଶ୍ବର: ହିନ୍ଦୁ ଧର୍ମରେ ପୂଜାପାଠ ସମୟରେ ଦେବଦେବୀଙ୍କ ଚାରିପାଖରେ ପରିକ୍ରମା ବା ପ୍ରଦକ୍ଷିଣା କରିବା ଏକ ପ୍ରଚଳିତ ପରମ୍ପରା। କିନ୍ତୁ ଏହା କେବଳ ଦେବୀଦେବତାଙ୍କ ଚାରିପାଖରେ ବୁଲିବା ନୁହେଁ। ଏହା ପଛରେ ଏକ ଗଭୀର ଆଧ୍ୟାତ୍ମିକ ଭାବନା ରହିଛି। ପରିକ୍ରମା କରିବା ସମୟରେ କାହିଁକି ସବୁବେଳେ…

ମୋଜତାବା ଖାମେନିଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ; ଇସ୍ରାଏଲୀ ଗଣମାଧ୍ୟମର ଦାବି ପରେ ଚର୍ଚ୍ଚା…

ତେହେରାନ: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି ଫେବୃଆରୀ ୨୮, ୨୦୨୬ରେ ଆରମ୍ଭ ହୋଇଥିବା ଯୁଦ୍ଧର ପ୍ରଥମ ଦିନରେ ମୃତ୍ୟୁବରଣ କରିଥିଲେ। ତାଙ୍କ ପୁଅ ମୋଜତାବା ଖାମେନିଙ୍କୁ ସେତେବେଳେ ସର୍ବୋଚ୍ଚ ନେତା ଭାବରେ ଅବସ୍ଥାପିତ କରାଯାଇଥିଲା। ଆଉ ଅନେକ ଇସ୍ରାଏଲୀ ଗଣମାଧ୍ୟମ ଏବେ ଏକ…