ମେ ୧ରୁ ୩ ମାସ ଯାଏଁ ବନ୍ଦ ରହିବ ଭିତରକନିକା
ଭୁବନେଶ୍ୱର: ଭିତରକନିକା ଜାତୀୟ ଉଦ୍ୟାନ ମେ ୧ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। କାରଣ ଲୁଣି ପାଣି ରେ ରହୁଥିବା କୁମ୍ଭୀର ମାନଙ୍କ ପାଇଁ ଏହା ପ୍ରଜନନର ସମୟ ହୋଇଥାଏ।
ବନ ସଂରକ୍ଷକର ଆସିଷ୍ଟାଣ୍ଟ ଚିଫ (ଏସିଏଫ୍) ମାନସ ଦାସ କହିଛନ୍ତି ଯେ ସରୀସୃପ ମାନଙ୍କ ବସା…